ଲକଡାଉନ୍ ନିୟମକୁ ଟିଏମସି କର୍ମୀଙ୍କ ଫୁ, ମମତାଙ୍କ ଉପରେ ବର୍ଷିଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗରେ ଚାରି ଟିଏମସି ନେତାଙ୍କୁ ଦୁର୍ନିତି ଅଭିଯୋଗରେ ଆଜି ସିବିଆଇ ବାନ୍ଧିଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗିରଫଦାରୀକୁ ବିରୋଧ କରି ସିବିଆଇ ଅଫିସ ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଖୋଦ୍ ମମତା ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିଛନ୍ତି। ଆଉ ଟିଏମସି କର୍ମୀ ସିବିଆଇ ଅଫିସ ଉପରକୁ ଢେଲା, ପଥର […]

mamata

mamata

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 03:52 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ଚାରି ଟିଏମସି ନେତାଙ୍କୁ ଦୁର୍ନିତି ଅଭିଯୋଗରେ ଆଜି ସିବିଆଇ ବାନ୍ଧିଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗିରଫଦାରୀକୁ ବିରୋଧ କରି ସିବିଆଇ ଅଫିସ ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ।

ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଖୋଦ୍ ମମତା ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିଛନ୍ତି। ଆଉ ଟିଏମସି କର୍ମୀ ସିବିଆଇ ଅଫିସ ଉପରକୁ ଢେଲା, ପଥର ମାଡ଼ କରିଛନ୍ତି।

ଏଭଳି ବିଶୃଙ୍ଖଳାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ମମତାଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି, ଯେଉଁ ଅପ୍ରିତିକିର ସ୍ଥିତି ଉପୁଜିଛି ତାହା ଆଶ୍ଚର୍ଯ୍ୟଜନକ। କୋଲକାତା ଓ ରାଜ୍ୟ ପୁଲିସ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ଆଣିବା ପରିବର୍ତ୍ତେ ନିରବ ହୋଇ ରହିବା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମ୍ୱିଧାନିକ ପଦ୍ଧତିକୁ ପାଳନ କରିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାର ହାଇପ୍ରୋଫାଇଲ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ତଦନ୍ତ ପାଇଁ ନିକଟରେ ରାଜ୍ୟପାଳଙ୍କ ଅନୁମତି ମାଗିଥିଲା ସିବିଆଇ। ଆଉ ରାଜ୍ୟପାଳ ଏହାକୁ ଅନୁମତି ଦେଇଥିଲେ। ଏହାପରେ ଆଜି ସିବିଆଇ ଟିଏମସି ନେତା ଫିରହାନ, ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ ଓ ସୋଭନ ଚାଟାର୍ଜୀଙ୍କୁ ବାନ୍ଧିଛି। ଆଉ ଏହା କୌଣସି ଅଟକ ନୁହେଁ କିମ୍ୱା ଜେରା ପାଇଁ ବରଂ ସମ୍ପୂର୍ଣ୍ଣ ଭାବରେ ଗିରଫ କରାଯାଇଛି ବୋଲି ସିବିଆଇ କହିଛି। ଏହି ମାମଲାରେ ସିବିଆଇ ଏକ ୨୮ ପୃଷ୍ଠାର ପ୍ରାଥମିକ ଚାର୍ଜଶିଟ୍ ଦାଖଲ କରିଥିବା ସୂଚନା ରହିଛି।

ଗିରଫଦାରୀ ବେଆଇନ୍ କହିଲେ ବାଚସ୍ପତି

ସିବିଆଇ ମନ୍ତ୍ରୀ ଓ ବିଧାୟକଙ୍କୁ ଗିରଫ କରିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ଅନୁମତି ନେଇନାହିଁ। ଏହି କାରଣରୁ ଗିରଫଦାରୀକୁ ବାଚସ୍ପତି ବିମନ ବାନାର୍ଜୀ ନାସପନ୍ଦ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବିଧାୟକଙ୍କୁ ଗିରଫ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବାଚସ୍ପତିଙ୍କୁ ଅବଗତ କରାଇବ ଓ ତାଙ୍କ ଅନୁମତି ନେବା କଥା। ହେଲେ ଏହି ମାମଲାରେ ସେଭଳି କୌଣସି ନିୟମକୁ ପାଳନ କରାଯାଇନାହିଁ ବୋଲି ସେ କହିଛନ୍ତି।

ଏହି ଆଧାରରରେ ରାଜ୍ୟପାଳ ଦେଇପାରିବେ ସିବିଆଇ ଅନୁମତି

ତେବେ ଏହାକୁ ନେଇ ରାଜଭବନ ତରଫରୁ ମେ ୯ ତାରିଖରେ ସିବିଆଇ ଅନୁମତି ଦେବା ବେଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଥିଲା ଯେଉଁ ଚାରି ଜଣଙ୍କ ବିରୋଧରେ ତଦନ୍ତ ପାଇଁ ରାଜ୍ୟପାଶ ଅନୁମୋଦନ ଦେଇଛନ୍ତି ସେମାନେ ୨୦୧୧ରେ ରାଜ୍ୟପାଳଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିବା ମନ୍ତ୍ରୀ। ତେଣୁ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇ ପାରିବେ।

ଲକଡାଉନ ନିୟମ ଭୁଲିଗଲେ ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ 

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟ ସରକାର ଲକଡାଉନ୍ ଜାରି କରିଛନ୍ତି। ହେଲେ ଏବେ ଏହି ନିୟମକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତୀ ନିଜେ ଉଲ୍ଲଂଘନ କରିଥିବା ଦେଖିବାକୁ ମିିଳିଛି। ନିଜେ ଗିରଫଦାରୀକୁ ବିରୋଧ କରି ସିବିଆଇ ଅଫିସ ଆଗରେ ପହଞ୍ଚିଛନ୍ତି। ଶହ ଶହ ଲୋକ ରୁଣ୍ଡ ହୋଇଥିଲେ ବି ମୁଖ୍ୟନମନ୍ତ୍ରୀ ସେମାନଙ୍କୁ ସାମାଜିକ ଦୂରତା ନିୟମ କିମ୍ୱା ହୋ ହାଲ୍ଲା ନକରିିବାକୁ କହି ନାହାନ୍ତି। ବରଂ ସିବିଆଇ ଅଫିସକୁ ଯାଉ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି କହି ବାହାରେ ଥିବା ତାଙ୍କ ସମର୍ଥକଙ୍କୁ ଉସକେଇବାକୁ ପ୍ରୟାସ କରିଛନ୍ତି। କିଛି ଅଫିସର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ିଦେଲେ କେହି ମାସ୍କ ପିନ୍ଧିନଥିବା ଦେଖିବାକୁ ମିିଳିଛି। ସେହିପରି ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିବା ଦେଖିବାକୁ ମିଳିଛି। ଲକଡାଉନ ବେଳେ ଏତେ ଲୋକ ସିବିଆଇ ଅଫିସ ଆଗରେ ଭିଡ ଜମାଇଛନ୍ତି। ହେଲେ ପୁଲିସ ଏଠି ଶାସକ ଦଳ ଭୟରେ ଜଳକା ସାଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story