Advertisment

ରନୱେରେ କ୍ରାଶ କରିଗଲା ହେଲିକପ୍ଟର, ୨ ପାଇଲଟ ମୃତ

ରାୟପୁର : ପୁଣି ଏକ ଅଭାବନୀୟ ଘଟଣା ଘଟିଛି।  ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରେ ଏକ ସରକାରୀ ହେଲିକପ୍ଟର ଦୁର୍ଘଟଣା ଘଟି ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ରାୟପୁର ସ୍ୱାମୀ  ବିବେକାନନ୍ଦ ଏୟାରପୋର୍ଟ ରନୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ଜଣ ପାଇଲଟ ହେଲେ କ୍ୟାପ୍ଟେନ ପଣ୍ଡା ଏବଂ କ୍ୟାପ୍ଟେନ ଶ୍ରୀବାସ୍ତବ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ  ହସପିଟାଲ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି।  ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ […]

ଅଦ୍ୟତନ ହୋଇଛି
ରନୱେରେ କ୍ରାଶ କରିଗଲା ହେଲିକପ୍ଟର, ୨ ପାଇଲଟ ମୃତ

90

Advertisment

ରାୟପୁର : ପୁଣି ଏକ ଅଭାବନୀୟ ଘଟଣା ଘଟିଛି।  ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରେ ଏକ ସରକାରୀ ହେଲିକପ୍ଟର ଦୁର୍ଘଟଣା ଘଟି ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ରାୟପୁର ସ୍ୱାମୀ  ବିବେକାନନ୍ଦ ଏୟାରପୋର୍ଟ ରନୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ଜଣ ପାଇଲଟ ହେଲେ କ୍ୟାପ୍ଟେନ ପଣ୍ଡା ଏବଂ କ୍ୟାପ୍ଟେନ ଶ୍ରୀବାସ୍ତବ।

Advertisment

ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ  ହସପିଟାଲ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି।  ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।  ମିଳିଥିବା ସୂଚନା ଅନୁସାରେ ଏହି ହେଲିକପ୍ଟରଟି ଛତିଶଗଡ଼ ସରକାରଙ୍କର। ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ୍‌  କରି ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe