ବିବାଦର ସମାଧାନ କରିବା ମୁଡରେ ନାହିଁ ଚାଇନା! ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚାଇନା ମଧ୍ୟରେ ବସିଥିବା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ଫେଲ ମାରିଛି। ଆଲୋଚନା ବେଳେ ଭାରତ ପକ୍ଷରୁ ଅନେକ ପ୍ରକାରର ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା। ଏହାସତ୍ତ୍ୱେ ଚାଇନା କୌଣସି ପ୍ରସ୍ତାବରେ ରାଜି ହୋଇନାହିଁ। ଫଳରେ ସୀମା ବିବାଦକୁ ନେଇ ବିସିଥିବା ଆଲୋଚନାରୁ କୌଣସି ପ୍ରକାରର ସୁଫଳ ମିଳିପାରିନାହିଁ। ଚାଇନା ବୈଠକ ବେଳେ ଭାରତର ପ୍ରସ୍ତାବରେ ରାଜି ନ ହେବା ସହ ବିବାଦର ସାମାଧାନ ପାଇଁ ନିଜ ତରଫରୁ […]

China

China

Hemant Lenka
  • Published: Monday, 11 October 2021
  • Updated: 11 October 2021, 01:37 PM IST

Sports

Latest News

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚାଇନା ମଧ୍ୟରେ ବସିଥିବା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ଫେଲ ମାରିଛି। ଆଲୋଚନା ବେଳେ ଭାରତ ପକ୍ଷରୁ ଅନେକ ପ୍ରକାରର ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା। ଏହାସତ୍ତ୍ୱେ ଚାଇନା କୌଣସି ପ୍ରସ୍ତାବରେ ରାଜି ହୋଇନାହିଁ। ଫଳରେ ସୀମା ବିବାଦକୁ ନେଇ ବିସିଥିବା ଆଲୋଚନାରୁ କୌଣସି ପ୍ରକାରର ସୁଫଳ ମିଳିପାରିନାହିଁ।

ଚାଇନା ବୈଠକ ବେଳେ ଭାରତର ପ୍ରସ୍ତାବରେ ରାଜି ନ ହେବା ସହ ବିବାଦର ସାମାଧାନ ପାଇଁ ନିଜ ତରଫରୁ ମଧ୍ୟ କୌଣସି ପ୍ରସ୍ତାବ ଦେଇନାହିଁ। ତେବେ ଭାରତ ଚାଇନାକୁ କଡ଼ା ସନ୍ଦେଶ ଦେଇଛି। ଏଲଏସିର ବାକି ସ୍ଥାନର ସେନା ପ୍ରତ୍ୟାହାର ଦାୟିତ୍ୱ ଏବେ ଚାଇନାର ବୋଲି ବୈଠକ ବେଳେ ଭାରତ ରୋକଠୋକ ଶୁଣାଇ ଦେଇଛି।

ଭାରତୀୟ ସେନା ପକ୍ଷରୁ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରବିବାର ୧୩ତମ ବୈଠକ ବେଳେ ଭାରତ ପକ୍ଷରୁ ସୀମାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏଲଏସିର ଅବଶିଷ୍ଠ ଅଂଶରୁ ସେନା ପ୍ରତ୍ୟାହାର କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା।

କିନ୍ତୁ ଚାଇନା କୌଣସି ପ୍ରସ୍ତାବରେ ରାଜି ହୋଇ ନଥିଲା। ସେମାନେ ବି ନିଜ ତରଫରୁ ବିବାଦର ସମାଧାନ ପାଇଁ କୌଣସି ପ୍ରସ୍ତାବ ଦେଇ ନଥିଲେ। ତେଣୁ ବୈଠକରେ ବିବାଦର ସମାଧାନ ପାଇଁ କୌଣସି ସହମତି ହୋଇପାରିନାହିଁ। ତେବେ ଉଭୟ ପକ୍ଷରୁ ସୀମାରେ ସ୍ଥିତାବସ୍ଥା ବଜାୟୀ ରଖିବାକୁ ରାଜି ହୋଇଛନ୍ତି। ଏଥିସହ ପରସ୍ପର ମଧ୍ୟରେ ଆଗାମୀ ଦିନରେ ଆଲୋଚନା କରିବାକୁ ଏକମତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ଚାଇନା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ପ୍ରତି ଧ୍ୟାନ ଦେବ ଓ ଅବଶିଷ୍ଟ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ରାସ୍ତା ବାହାର କରିବ ବୋଲି ଭାରତ ଆଶା ରଖିଛି। ଏହାବାଦ ଚାଇନା ଦୁଇ ପାକ୍ଷିକ ଚୁକ୍ତି ଓ ସୀମାର ସ୍ଥିତାବସ୍ଥାକୁ ମଧ୍ୟ ଉଲ୍ଲଙ୍ଘନ କରିଥିବା ଭାରତ ଦାବି କରିଛି। ବୈଠକ ବେଳେ ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ପକ୍ଷରୁ ଚାଇନାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସୀମା ବିବାଦର ସମାଧାନ ହୋଇପାରିବ ବୋଲି ଭାରତ ବୈଠକରେ ଚାଇନାକୁ ଅବଗତ କରାଇଥିଲା। କିନ୍ତୁ ଚାଇନାର ଭାରତର କୌଣସି ପ୍ରକାରର ପ୍ରସ୍ତାବରେ ରାଜି ହୋଇନାହିଁ।

ଅକ୍ଟୋବର ୧୦ରେ ଚୁଶୁଲୁ-ମୋଲଡୋ ସୀମାରେ ଭାରତ ଓ ଚାଇନା ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଗତବର୍ଷ ମେ’ ମାସରୁ ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି ହେବା ପରେ ଦୁଇ ଦେଶ ପରସ୍ପର ମଧ୍ୟରେ ୧୩ତମ ଥର ପାଇଁ ଆଲୋଚନା କରିଥିଲେ। ପୂର୍ବ ଲଦାଖରେ ସ୍ଥିତାବସ୍ଥା ଓ ସେନା ପ୍ରତ୍ୟାହାର ହିଁ ଏହି ବୈଠକର ମୂଳ ଏଜେଣ୍ଡା ଥିଲା। କିନ୍ତୁ ଚାଇନା ସେନା ପ୍ରତ୍ୟାହାର ସହ ସୀମାରେ ଶାନ୍ତି ସ୍ଥାପପ କରିବା ମୁଡ଼ରେ ନଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା ବୈଠକ ପରେ ଏଲଏସିର ବିଭିନ୍ନ ବିବାଦୀୟ ସ୍ଥାନରୁ ଉଭୟ ଦେଶ ଡିସଏନଗେଜମେଣ୍ଟ କରିଛନ୍ତି। ହେଲେ ଡେସପାଙ୍ଗ ଓ ହଟ ସ୍ପିଙ୍ଗ୍ରିସରେ ଏବେ ବି ବିବାଦ ଲାଗି ରହିଛି। ଉଭୟ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛନ୍ତି। ଏଠାରୁ ସେନା ପ୍ରତ୍ୟାହାର ପାଇଁ ଭାରତ କହୁଥିଲେ ହେଁ ଚାଇନା ରାଜି ହେଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story