ସ୍କୁଲରେ ହିଜାବ ପିନ୍ଧିବାକୁ ବାରଣ, ଅଧାରୁ ପରୀକ୍ଷା ଛାଡି ଉଠିଗଲେ ଛାତ୍ରୀ

ବେଙ୍ଗାଳୁରୁ: ଥମୁନି କର୍ଣ୍ଣାଟକର ହିଜାବ ବିବାଦ। ଦିନକୁ ଦିନ ଏହା ଆହୁରି ବଢ଼ିବାରେ ଲାଗିଛି। ସ୍କୁଲରେ ହିଜାବ ପିନ୍ଧିବାକୁ ସ୍କୁଲ ପ୍ରଶାସନ ବାରଣ କରୁଛନ୍ତି। ଏହାକୁ ନେଇ ସ୍କୁଲର ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ପଳାଇଛନ୍ତି। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟରକ ଶିବମୋଗା ଜିଲ୍ଲାରେ। ଏଠାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଏବଂ ୯ମ ଶ୍ରେଣୀର ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ। ଏହା ଦେଖିବା ପରେ […]

hijab

hijab

Madhupriya Mistry
  • Published: Tuesday, 15 February 2022
  • Updated: 15 February 2022, 05:40 PM IST

Sports

Latest News

ବେଙ୍ଗାଳୁରୁ: ଥମୁନି କର୍ଣ୍ଣାଟକର ହିଜାବ ବିବାଦ। ଦିନକୁ ଦିନ ଏହା ଆହୁରି ବଢ଼ିବାରେ ଲାଗିଛି। ସ୍କୁଲରେ ହିଜାବ ପିନ୍ଧିବାକୁ ସ୍କୁଲ ପ୍ରଶାସନ ବାରଣ କରୁଛନ୍ତି। ଏହାକୁ ନେଇ ସ୍କୁଲର ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ପଳାଇଛନ୍ତି। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟରକ ଶିବମୋଗା ଜିଲ୍ଲାରେ।

ଏଠାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଏବଂ ୯ମ ଶ୍ରେଣୀର ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ। ଏହା ଦେଖିବା ପରେ ସ୍କୁଲ ପ୍ରଶାସନ ତାଙ୍କୁ ବାରଣ କରିଥିଲେ। ହିଜାବ ବାହାର କରିବା ପାଇଁ ତାଙ୍କୁ କହିଥିଲେ ସ୍କୁଲ ପ୍ରଶାସନ। ଏହାପରେ ରାଗି ଯାଇ ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ସ୍କୁଲ ଛାଡି ପଳାଇଥିଲେ। କଥିତ ରୂପେ ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ହିଜାବ ଉପରେ ଲାଗିଥିବା ବ୍ୟାନ୍‌କୁ ପାଳନ ନ କରିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଲାଗି ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।

ଜଣେ ଛାତ୍ରୀଙ୍କ ବାପା-ମା' ଏନ୍‌ଡିଟିଭିକୁ ଦେଖିବା ଏକ ସାକ୍ଷାତକାର୍‌ରେ କହିଛନ୍ତି, ପୂର୍ବରୁ ହିଜାବ ପିନ୍ଧିବାକୁ କେବେବି ବାରଣ କରାଯାଇନଥିଲା। ସ୍କଲ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଧାର୍ମିକ ମହତ୍ୱ ଅନୁସାରେ ପୋଷାକ ପିନ୍ଧିବା ଉପରେ ଲଗାଇଥିବା ପ୍ରତିବନ୍ଧକ ପାଳନ ନକରିବାରୁ ପିଲାଙ୍କୁ ଗାଳିଗୁଲଜ କରୁଛନ୍ତି। ଆମ ପିଲାମାନେ ହିଜାବ ପିନ୍ଧି ପଢ଼ିବାକୁ ଚାହୁଁଛନ୍ତି। ଯଦି ହିନ୍ଦୁ ଛାତ୍ରୀମାନେ ସିନ୍ଦୁର ଲଗାଇ, ଖ୍ରୀଷ୍ଟିଆନ୍‌ ଛାତ୍ରୀମାନେ ବେକରେ ମାଳ ପିନ୍ଧିବା ଭୁଲ୍‌ ତେବେ ଆମ ପିଲମାନେ ହିଜାବ ପିନ୍ଧିଲେ ଭୁଲ୍‌ କ'ଣ ବୋଲି ପ୍ରଶ୍ନ ପଚାରିଛନ୍ତି।

ସୂଚନାମୁତାବକ କର୍ଣ୍ଣାଟକାରେ ହିଜାବ ବିବାଦ ଯୋଗୁ ବନ୍ଦ ଥିବା କଲେଜ ଗୁଡ଼ିକ ପୁଣି ଖୋଲିବ। ‌ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଲେଜରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ କରୁଥିବାରୁ ବିବାଦ ଦେଖାଯାଇଥିଲା। ଘଟଣାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story