Advertisment

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୩ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।  ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ତେବେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲ ପଠାଯାଇଛି।  ଆଜି ସକାଳ ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି।  ଗତ ସୋମବାର ଲକ୍ଷ୍ନୌରେ ସମାନ ପ୍ରକାର ଅଘଟଣ […]

author-image
Tapas Behera
ଅଦ୍ୟତନ ହୋଇଛି
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୩ ଜୀବନ୍ତ ଦଗ୍ଧ

gas-blast

ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।  ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ତେବେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ଏହି ୫ ଜଣଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲ ପଠାଯାଇଛି।  ଆଜି ସକାଳ ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି।  ଗତ ସୋମବାର ଲକ୍ଷ୍ନୌରେ ସମାନ ପ୍ରକାର ଅଘଟଣ ଘଟିଥିଲା। ଏଠାକରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ୩୦ ବର୍ଷୀୟ ଯୁବକଙ୍କୁ ମୃତ୍ୟୁ ଘଟିଥିଲା। ଏହା ପରେ ଆଜି ଏହି ଦୁଃଖଦ ଖବର ଆସିଛି।