/odisha-reporter/media/post_attachments/uploads/2019/11/murder.jpg)
Muder
ଜୟପୁର: ଜଣେ ୬୦ ବର୍ଷର ବୃଦ୍ଧାଙ୍କୁ ହତ୍ୟା କରି ଦୁଷ୍କର୍ମ କଲା ଜଣେ ୧୯ ବର୍ଷର ଯୁବକ। ଘଟଣାଟି ଘଟିଛି ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ପିଲିବାଙ୍ଗ ସହରରେ।
Advertisment
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବୃଦ୍ଧାଙ୍କ ଘରେ ପଶିଥିଲେ। ସେ ପ୍ରଥମେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ସେ ବୃଦ୍ଧାଙ୍କୁ ହତ୍ୟା କରି ଦେଇଥିଲେ। ତା’ପରେ ମୃତଦେହକୁ ସେ ଦୁଷ୍କର୍ମ କରିଥିଲେ।
ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
