ଶାଶୂଙ୍କୁ ମାରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ

ମୁମ୍ବାଇ: ଶାଶୂଙ୍କୁ ମାରି ତାଙ୍କ ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ। ମୁମ୍ବାଇରେ ଘଟିଛି ଏହି ଘଟଣା। ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ୍ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ତାକୁ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ପୁଲିସ୍। ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଟାଇଲ୍‌ରେ ତାଙ୍କ ଶାଶୂଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଏହା ପରେ ଛୁରୀରେ ତାଙ୍କୁ ବାରମ୍ବାର ଭୁସି ଥିଲା। ଆଉ ତା’ପରେ ଏକ ବାଉଁଶ ତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି […]

Murder

Murder

Jitendra Garnayak
  • Published: Monday, 13 September 2021
  • Updated: 14 September 2021, 04:43 PM IST

Sports

Latest News

ମୁମ୍ବାଇ: ଶାଶୂଙ୍କୁ ମାରି ତାଙ୍କ ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ। ମୁମ୍ବାଇରେ ଘଟିଛି ଏହି ଘଟଣା। ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ୍ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ତାକୁ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ପୁଲିସ୍।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଟାଇଲ୍‌ରେ ତାଙ୍କ ଶାଶୂଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଏହା ପରେ ଛୁରୀରେ ତାଙ୍କୁ ବାରମ୍ବାର ଭୁସି ଥିଲା। ଆଉ ତା’ପରେ ଏକ ବାଉଁଶ ତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲା।

ମୃତ ମହିଳା ଜଣଙ୍କ ତାଙ୍କ ଝିଅ ସହିତ ମୁମ୍ବାଇର ଭିଲେ ପର୍ଲ (ପୂର୍ବ)ରେ ରହୁଥିଲେ। ଅଭିଯୁକ୍ତ ଜଣେ ଚେନ୍‌ ଲୁଟେରା। ସୁନା ଚେନ୍ ଲୁଟି ୩ ବର୍ଷ ହେଲା ଜେଲ୍‌ରେ ଥିଲା ଅଭିଯୁକ୍ତ। ସେପ୍ଟେମ୍ବର ୧ ତାରିଖରେ ସେ ଜେଲ୍‌ରୁ ବାହାରିଥିଲା। ଜେଲ୍‌ରୁ ବାହାରିବା ପରେ ସେ ତା ସ୍ତ୍ରୀକୁ ଦେଖା କରିବା ପାଇଁ ଯାଇଥିଲା। କିନ୍ତୁ ତା’ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇଥିବା ଓ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା।

ଅଭିଯୁକ୍ତ ତା’ ପତ୍ନୀକୁ ତା’ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲା। ତେବେ ତା’ ପତ୍ନୀ ମାନି ନଥିଲେ। ଅଭିଯୁକ୍ତ ତା’ପର ଦିନ ପୁଣି ସେଠାକୁ ଯାଇଥିଲା। ତେବେ ସେତେବେଳେ ତା’ ପତ୍ନୀ ସେଠାରେ ନଥିଲେ। ସେ ତାଙ୍କ ନୂଆ ସ୍ୱାମୀଙ୍କ ଘରକୁ ଚାଲି ଯାଇଥିଲା। ଅଭିଯୁକ୍ତ ତା’ ଶାଶୂଙ୍କୁ ପତ୍ନୀଙ୍କ ସଂପର୍କରେ ସବିଶେଷ ତଥ୍ୟ ମାଗିଥିଲେ। କିନ୍ତୁ ତା’ ଶାଶୂ କିଛି କହିବାକୁ ମନା କରି ଦେଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ମାରି ଦେଇଥିଲା। ହତ୍ୟାକାଣ୍ଡ ଘଟାଇ ସେ ଫେରାର ହୋଇଯାଇଥିବା ବେଳେ ତାକୁ ପୁନେରୁ ଧରିଥିଲା ପୁଲିସ୍‌।

ସୂଚନାଯୋଗ୍ୟ, କିଛି ଦିନ ତଳେ ମୁମ୍ବାଇରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରି ଦେଇଥିଲେ। ଯୁବତୀ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଜୀବନ ହାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story