ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ୫୦୦ ଜରିମାନା

ନୂଆଦିଲ୍ଲୀ: ପୁଣି ଫେରିଛି କରୋନା। ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ବ୍ୟବହାର ଓ କରୋନା କଟକଣା ନିୟମକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଶୁକ୍ରବାର ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥଳରେ ଯାତାୟତ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ କରାଯାଇଛି। ତେବେ ଘରୋଇ କାର୍ ଯୋଗେ ଯାଉଥିବା ଲୋକଙ୍କ ଉପରେ ଏହା ଲାଗୁ ହେବ ନାହିଁ। ଗତକାଲି […]

mask

mask

Niranjan Mishra
  • Published: Friday, 22 April 2022
  • Updated: 22 April 2022, 05:43 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଫେରିଛି କରୋନା। ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ବ୍ୟବହାର ଓ କରୋନା କଟକଣା ନିୟମକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଶୁକ୍ରବାର ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥଳରେ ଯାତାୟତ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ କରାଯାଇଛି।

ତେବେ ଘରୋଇ କାର୍ ଯୋଗେ ଯାଉଥିବା ଲୋକଙ୍କ ଉପରେ ଏହା ଲାଗୁ ହେବ ନାହିଁ। ଗତକାଲି ଦିଲ୍ଲୀରେ ୯୬୫ ନୂଆ କରୋନା ସଂକ୍ରମୀତ ମାମଲା ଓ ଜଣଙ୍କ ମୃତ୍ୟୁ ଚିହ୍ନଟ ହୋଇଥିଲା। ସେହିପରି ଗତ ବୁଧବାର ୧୦୦୯ ନୂଆ ମାମଲା, ମଙ୍ଗଳବାର ୬୩୨ ମାମଲା, ସୋମବାର ୫୦୧ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହେବା ଦିଲ୍ଲୀରେ ଭୟର ବାତାବରଣ ସୃଷ୍ଟି କରିଛି। ୪.୭୧ ପ୍ରତିଶତ ହାରରେ ସଂକ୍ରମଣ ବଢ଼ିବା ସରକାରଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର ଓ କରୋନା କଟକଣା ଜନିତ ଜରିମାନା ଜାରି କରିବାର କାରଣ ହୋଇଛି।

ସୂଚନାଯୋଗ୍ୟ, ଦିନକରେ ୨୦୦୦ କରୋନା ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଗତକାଲି ପଞ୍ଜାବରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ସେହିପରି ସଂକ୍ରମଣକୁ ଦେଖି ହରିୟାଣାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ଏହାର ୬ ଜିଲ୍ଲାରେ ମଧ୍ୟ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା କଟକଣା ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story