/odisha-reporter/media/post_attachments/uploads/2021/07/PM-Modi-2.jpg)
PM-Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପରମାଣୁ ଶକ୍ତି, ମହାକାଶ ବିଭାଗ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଲିସି ଏବଂ ଅନ୍ୟ ସମସ୍ତ ପୋର୍ଟଫୋଲିଓ ଯାହା ବଣ୍ଟାଯାଇ ନାହିଁ।
କ୍ୟାବିନେଟ୍ ମନ୍ତ୍ରୀ
ରାଜନାଥ ସିଂଙ୍କ ପାଖରେ ପ୍ରତିରକ୍ଷା ମନ୍ତ୍ରାଳୟ
ଅମିତ ଶାହ ଗୃହ,ଏବଂ ମିନିଷ୍ଟ୍ରି ଅଫ୍ କୋପରେସନ
ନୀତିନ ଜୟରାମ ଗଡକରୀଙ୍କ ପାଖରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ
ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀଏବଂକର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ
ନରେନ୍ଦ୍ର ସିଂ ତୋମାରଙ୍କ ପାଖରେକୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ
ଡକ୍ଟକସୁବ୍ରମଣ୍ୟମଜୟଶଙ୍କରଙ୍କ ପାଖରେବୈଦେଶିକ ବ୍ୟାପାର ମନ୍ତ୍ରାଳୟ
ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର ମନ୍ତ୍ରାଳୟ
ସ୍ମୃତି ଜୁବିନ୍ ଇରାନୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ
ପୀୟୁଷ ଗୋଏଲଙ୍କ ପାଖରେବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ବୟନ ଶିଳ୍ପ
ଧର୍ମେନ୍ଦ୍ରପ୍ରଧାନଶିକ୍ଷା ଏବଂଦକ୍ଷତା ବିକାଶ ମନ୍ତ୍ରାଳୟ
ପ୍ରହ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର ଓକୋଇଲା ଓ ଖଣି ମନ୍ତ୍ରାଳୟ
ନାରାୟଣ ରାଣେ, ଏମଏସଏମଇ ମନ୍ତ୍ରାଳୟ
ସର୍ବାନନ୍ଦ ସୋନଓ୍ୱାଲ ଆୟୁଷ, ବନ୍ଦର, ଜାହାଜ ପରିବହନ ମନ୍ତ୍ରାଳୟ
ମୁଖତାର୍ ଆବାସ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ
ବୀରେନ୍ଦ୍ର କୁମାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ
ଗିରିରାଜ ସିଂଗ୍ରାମୀଣ ବିକାଶ ଏବଂପଞ୍ଚାୟତିରାଜ ମନ୍ତ୍ରାଳୟ
ଜ୍ୟୋତିରାଦିତ୍ୟ ସିନ୍ଧିଆ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ରାମଚନ୍ଦ୍ର ପ୍ରସାଦସିଂ,ଇସ୍ପାତ ମନ୍ତ୍ରଳୟ
ଅଶ୍ୱିନୀ ବୈଷ୍ଣବ ରେଳ, ଆଇଟି, ଟେଲିକମ ମନ୍ତ୍ରାଳୟ
ପଶୁପତି ପାରସ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ଗଜେନ୍ଦ୍ର ସିଂଶେଖାୱାତ, ଜଳ ଶକ୍ତି ମନ୍ତ୍ରୀ
କିରେନ ରିଜିଜୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ
ରାଜ କୁମାର ସିଂ ଶକ୍ତି ମନ୍ତ୍ରାଳୟ
ହରଦୀପ ସିଂ ପୁରୀଙ୍କୁ ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ସହ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ
ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ଓ ସାର ଓ ରସାୟନ ମନ୍ତ୍ରାଳୟ
ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ଓ ରୋଜଗାର ମନ୍ତ୍ରାଳୟ ଦାୟିତ୍ୱ
ମହେନ୍ଦ୍ର ନାଥପାଣ୍ଡେ,ଭାରୀ ଶିଳ୍ପ ମନ୍ତ୍ରାଳୟ
ପରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ
ଜି କିଶନ ରେଡ୍ଡୀ ସଂସ୍କୃତି, ପର୍ଯ୍ୟଟନ ଏବଂଉତ୍ତର ପୂର୍ବର ବିକାଶ ମନ୍ତ୍ରାଳୟ
ଅନୁରାଗ ଠାକୁର ଯୁବ ବ୍ୟାପାର, କ୍ରୀଡା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ
ର ଇନ୍ଦରଜିତ ସିଂ ରାଜ୍ୟ ମନ୍ତ୍ରୀ ପରିସଂଖ୍ୟାନ,ଯୋଜନା, କର୍ପୋରେଟ, ବ୍ୟାପାର ମନ୍ତ୍ରଣାଳୟ
ଡକ୍ଟର ଜିତେନ୍ଦ୍ର ସିଂ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା,ଭୂ ବିଜ୍ଞାନ,ପ୍ରଧାନମନ୍ତ୍ରୀଙ୍କ ଅଫିସ, ଜନସାଧାରଣଙ୍କ ଅଭିଯୋଗ ଏବଂ ପେନସନ,ପରମାଣୁ ଶକ୍ତି, ମହାକାଶ ମନ୍ତ୍ରାଳୟ
ରାଷ୍ଟ୍ରମନ୍ତ୍ରୀ
ଶ୍ରୀପଦ ୟେସୋ ନାଏକ ପରିବହନ, ଜାହାଜ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରାଳୟ
ଫୋଗନ ସିଂହ କୁଲାଷ୍ଟେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ମନ୍ତ୍ରଣାଳୟ
ପ୍ରହ୍ଲାଦ ସିଂ ପଟେଲ ଜଳ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ଅଶ୍ୱିନୀ କୁମାର ଚୌବେ ଖାଉଟି ଉପଭୋକ୍ତା, ସାଧାରଣ ବଣ୍ଟନ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ
ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର
ଭି.କେ ସିଂହ, ସଡକ ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
କୃଷ୍ଣ ପାଲ, ଶକ୍ତି,ଭାରୀ ଉଦ୍ୟୋଗ ମନ୍ତ୍ରାଳୟ
ଦାନଭେ ରୋସାହେବଦାଦାରାଓରେଳ ଓ କୋଇଲା
ରାମଦାସ ଅଠାଓ୍ୱାଲେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
