ଦେଶରେ ୪୧ ହଜାର ସଂକ୍ରମିତ ଚିହ୍ନଟ, କେରଳରୁ କେବଳ ୩୦ ହଜାର

ନୂଆଦିଲ୍ଲୀ: ପୁଣି ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୯୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪ଶହ ଉପରେ ରହିଛି। ଦିନକରେ ଦେଶରେ ୪୬୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଦେଶରେ ଚିହ୍ନଟ ହୋଇଥିବା ୪୧ ହଜାର ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ହିଁ ବାହାରିଛନ୍ତି ୩୦ହଜାରରୁ ଅଧିକ […]

Corona

Corona

Madhupriya Mistry
  • Published: Wednesday, 01 September 2021
  • Updated: 01 September 2021, 10:22 AM IST

ନୂଆଦିଲ୍ଲୀ: ପୁଣି ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୯୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪ଶହ ଉପରେ ରହିଛି। ଦିନକରେ ଦେଶରେ ୪୬୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଦେଶରେ ଚିହ୍ନଟ ହୋଇଥିବା ୪୧ ହଜାର ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ହିଁ ବାହାରିଛନ୍ତି ୩୦ହଜାରରୁ ଅଧିକ କରୋନା ଆକ୍ରାନ୍ତ। ସେଠାରେ ଦିନକରେ ୩୦ ହଜାର ୨୦୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୧୧୫ ରହିଛି। ଏହାକୁ ମିଶାଇ କେରଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୫୭ ହଜାର ୨୩୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦ ହଜାର ୭୮୮କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା ୩୫.୬ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ମୋଟ କରୋନା ସକ୍ରିୟ ମାମଲା ୩ ଲକ୍ଷ ୭୮ ହଜାର ୧୮୧ ରହିଛି। ସେହିପରି ସୁସ୍ଥ ହାର ୯୭.୫୧ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୩୩ ହଜାର ୯୬୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏବେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୮,୧୦,୮୪୫ ଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩,୧୯,୯୩, ୬୪୪ ରହିଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୪,୩୯,୦୨୦ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏଁ ୬୫, ୪୧, ୧୩, ୫୦୮ ଜଣଙ୍କ ଟିକାକରଣ ହୋଇସାରିଲାଣି।

https://twitter.com/ANI/status/1432919637499469826?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story