ସଂସଦରେ ମଶା ଅଛନ୍ତି, ହେଲେ ବିରୋଧୀ ଭୟ କରିବାର ନାହିଁ: ଭିଡିଓ ଛାଡ଼ି ଏମିତି ଲେଖିଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ସଂସଦରେ ମଶା ଅଛନ୍ତି। ହେଲେ ବିରୋଧୀ ଭୟ କରିବାର ନାହିଁ। କିଛି ଏମିତି ବ୍ୟଙ୍ଗତ୍ମାକ ଢଙ୍ଗରେ ଲେଖି ସରକାରଙ୍କୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ସାଂସଦ ମାଣିକାମ ଟାଗୋର । ନିଜ ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହୋଇଥିବା ମାଣିକାମ ଟାଗୋର ଶୁକ୍ରବାର ରାତିସାରା ସଂସଦ ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ତାଙ୍କ ହାତରେ ଏକ ମଶା ବସିଥିଲା। ଏହାର ଭିଡିଓକୁ ସେ ନିଜ  ଶୋସାଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ପରୋକ୍ଷରେ […]

90

90

Tapas Behera
  • Published: Thursday, 28 July 2022
  • Updated: 28 July 2022, 08:43 AM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ମଶା ଅଛନ୍ତି। ହେଲେ ବିରୋଧୀ ଭୟ କରିବାର ନାହିଁ। କିଛି ଏମିତି ବ୍ୟଙ୍ଗତ୍ମାକ ଢଙ୍ଗରେ ଲେଖି ସରକାରଙ୍କୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ସାଂସଦ ମାଣିକାମ ଟାଗୋର । ନିଜ ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହୋଇଥିବା ମାଣିକାମ ଟାଗୋର ଶୁକ୍ରବାର ରାତିସାରା ସଂସଦ ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ତାଙ୍କ ହାତରେ ଏକ ମଶା ବସିଥିଲା। ଏହାର ଭିଡିଓକୁ ସେ ନିଜ  ଶୋସାଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସଂସଦରେ ମଶା ଅଛନ୍ତି। ହେଲେ ବିରୋଧୀ କିନ୍ତୁ ଡରିବାର ନାହିଁ। ମାନସୁଖ ମାଣ୍ଡଭିଆ ଜୀ ଦୟାକରି ସଂସଦରେ ଭାରତୀୟଙ୍କ ରକ୍ତ ବଞ୍ଚାନ୍ତୁ। ଯାହାକୁ ସଂସଦ ବାହାରେ ଅଦାନୀ ଶୋଷି ନେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଟ୍ୟାଗ୍‌ କରିଏହି ଟ୍ୱିଟ୍‌ କରାଯାଇଛି। ସେଥିରେ #ParliamentMonsoonSession,” ହାସଟାଗ କରାଯାଛି। ସେହିପରି

ସେ ଆହୁରି ଲେଖିଛନ୍ତି ଯେ, ଗାନ୍ଧିଜୀଙ୍କ ସାମ୍ନାରେ ସଂସଦରେ ଏମାନେ ହେଉଛନ୍ତି ମଶା। ପରେ ସେ ମଶାଟିକୁ ମାରି ଦେଉଥିବା ଭିଡିଓରେ ଦେଖାଯାଉଛି।  ତାଙ୍କର ଏହି ତାତ୍ସଲ୍ୟଭରା ମନ୍ତବ୍ୟ ପରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ଯାହାକୁ ନେଇ ସୋଶାଲ ମିଡିଆରେ  ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଗୃହ ଭିତରେ ବିଶୃଙ୍ଖଳା ପାଇଁ  ବିରୋଧୀ କଂଗ୍ରେସ ସାଂସଦ ମାଣିକାମ ଟାଗୋର ସହ ଅନ୍ୟ କେତେକ ଜଣଙ୍କୁ ନିଲମ୍ବିତ କରଯାଇଛି।

ତେବେ ଏହାର ପ୍ରତିବାଦରେ ସଦନ ବାହାରେ  ଶୁକ୍ରବାର ୫୦ ଘଣ୍ଟା ଧରି ରିଲେ ଅନଶନ କରିଥିଲେ ମାଣିକାମ ।  ବିରୋଧୀ ସଂସଦୀୟ ସଦସ୍ୟମାନେ ସେମାନଙ୍କ ପାଇଁ ରାତିସାରା ଏକ ୱାଶରୁମ୍ ଖୋଲା ଯାଉ ଏବଂ ସେମାନଙ୍କ କାର ଭିତରକୁ ଯିବାକୁ ଅନୁମତି ଦେବାକୁ ଦାବି କରାଯାଇଛି।  ସେହିପରି ବିରୋଧ ସ୍ଥଳରେ ଏକ ଛୋଟ ତମ୍ବୁ ଲଗାଇବାକୁ ସେମାନେ ବାଚସ୍ପତିଙ୍କୁ ଏକ ଦସ୍ତଖତ ପତ୍ର ପଠାଇଛନ୍ତି। ବାଚସ୍ପତି ଦାବିଗୁଡିକ ଉପରେ ଦୃଷ୍ଟି ଦେବାକୁ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story