Advertisment

ଲିଫ୍ଟରେ ଅପେକ୍ଷା କରିଥିଲା ମୃତ୍ୟୁର ଶୌଦାଗର

ମୁମ୍ବାଇ: ଲିଫ୍ଟରେ ଅପେକ୍ଷା କରିଥିଲା ମୃତ୍ୟୁର ଶୌଦାଗର। ଆଉ ଅତି ସନ୍ତର୍ପଣରେ ନେଇଗଲା ଜୀବନ।  ଏକ ଦୁଖଃଦ ଘଟଣାକ୍ରମରେ ଲିଫ୍ଟରେ ଫସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ୨୬ ବର୍ଷୀୟ ଶିକ୍ଷିୟିତୟୀ ଜେନେଲ ଫର୍ଣ୍ଣାଡିଜ୍‌ । ମୁମ୍ବାଇରେ ଏହି ଅଭାବନୀୟ ଘଯଣା ଘଟିଛି।  ଶୁକ୍ରବାର ମାଲଦାର ଚିଞ୍ଚୋଲି ବଣ୍ଡର ଏସଟି ମେରି ଇଂଲିସ୍‌ ହାଇସ୍କୁଲରେ ଏହି ଘଟଣା ଘଟିଛି। ଷ୍ଟାଫରୁମକୁ ଯିବା ପାଇଁ ଜେନେଲ ଷଷ୍ଟ ଫୋରକୁ ଯିବା ଲାଗି ଦ୍ୱିତୀୟ […]

author-image
Tapas Behera
ଲିଫ୍ଟରେ ଅପେକ୍ଷା କରିଥିଲା ମୃତ୍ୟୁର ଶୌଦାଗର

67

ମୁମ୍ବାଇ: ଲିଫ୍ଟରେ ଅପେକ୍ଷା କରିଥିଲା ମୃତ୍ୟୁର ଶୌଦାଗର। ଆଉ ଅତି ସନ୍ତର୍ପଣରେ ନେଇଗଲା ଜୀବନ।  ଏକ ଦୁଖଃଦ ଘଟଣାକ୍ରମରେ ଲିଫ୍ଟରେ ଫସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ୨୬ ବର୍ଷୀୟ ଶିକ୍ଷିୟିତୟୀ ଜେନେଲ ଫର୍ଣ୍ଣାଡିଜ୍‌ । ମୁମ୍ବାଇରେ ଏହି ଅଭାବନୀୟ ଘଯଣା ଘଟିଛି।  ଶୁକ୍ରବାର ମାଲଦାର ଚିଞ୍ଚୋଲି ବଣ୍ଡର ଏସଟି ମେରି ଇଂଲିସ୍‌ ହାଇସ୍କୁଲରେ ଏହି ଘଟଣା ଘଟିଛି। ଷ୍ଟାଫରୁମକୁ ଯିବା ପାଇଁ ଜେନେଲ ଷଷ୍ଟ ଫୋରକୁ ଯିବା ଲାଗି ଦ୍ୱିତୀୟ ଫ୍ଲୋରରେ ଅପେକ୍ଷା କରିଥିଲେ। ଏହି ସମୟରେ ଲିଫ୍ଟ ଭିତରକୁ ପ୍ରବେଶ କରିବାରୁ ଦୁର୍ଭାଗ୍ୟବସତଃ ତାଙ୍କ ବ୍ୟାଗଟି ଲିଫ୍ଟ ଡୋର ବନ୍ଦ ବେଳେ ଛନ୍ଦି ଯାଇଥିଲା। ଏହି ସମୟରେ ହଠାତ ତାଙ୍କ  ମୁଣ୍ଡଟି ଟାଣି ହୋଇ ଫସିଯାଇଥିଲା। ଖବର ପାଇ ତାଙ୍କୁ ସ୍କୁଲ କର୍ମଚାରୀମାନେ  ଲିଫ୍ଟରୁ ବହାର କରି  ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି଼ ତଦନ୍ତ ଜାରି ରଖିଛି।

Advertisment