Advertisment

ଏନବିଏଫ ନ୍ୟାସନାଲ କନକ୍ଲେଭ୍ ଆଜି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ହେବାକୁ ଯାଉଛି ନ୍ୟାସନାଲ ବ୍ରଡକାଷ୍ଟିଂ ଫେଡେରେସନ୍ ଏନବିଏଫର ନ୍ୟାସନାଲ କନକ୍ଲେଭ୍ । ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି ଫ୍ୟୁଚର ଅଫ୍ ନ୍ୟୁଜ୍ ବା ଖବରର ଭବିଷ୍ୟତ। ଏଥିରେ ସମ୍ମାନିତ ଅତିଥି ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗଦେବେ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲରେ ସକାଳ ୯ଟାରୁ ଏହି ସମ୍ମିଳନୀ ଆରମ୍ଭ ହେବ । ଟିଭି ନାଇନ୍ ନେଟଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟଓ୍ୱର୍କ ଏବଂ ଓଟିଭି ନେଟଓ୍ୱର୍କ ଭଳି […]

ଅଦ୍ୟତନ ହୋଇଛି
ଏନବିଏଫ ନ୍ୟାସନାଲ କନକ୍ଲେଭ୍ ଆଜି

tvvvv

Advertisment

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ହେବାକୁ ଯାଉଛି ନ୍ୟାସନାଲ ବ୍ରଡକାଷ୍ଟିଂ ଫେଡେରେସନ୍ ଏନବିଏଫର ନ୍ୟାସନାଲ କନକ୍ଲେଭ୍ । ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି ଫ୍ୟୁଚର ଅଫ୍ ନ୍ୟୁଜ୍ ବା ଖବରର ଭବିଷ୍ୟତ। ଏଥିରେ ସମ୍ମାନିତ ଅତିଥି ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗଦେବେ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲରେ ସକାଳ ୯ଟାରୁ ଏହି ସମ୍ମିଳନୀ ଆରମ୍ଭ ହେବ । ଟିଭି ନାଇନ୍ ନେଟଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟଓ୍ୱର୍କ ଏବଂ ଓଟିଭି ନେଟଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ୍ ନ୍ୟୁଜ୍ ବ୍ରଡକାଷ୍ଟର ସଂସ୍ଥା ଏନବିଏଫର ସଦସ୍ୟ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe