ପୁଣି ୪ହଜାରରୁ ଅଧିକ ଜୀବନ ନେଲା କରୋନା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଦୋହଲାଇ ଦେଇଛି । ଭାରତରେ କରୋନା ମାମଲା ଲଗାତର ବଢ଼ିବା ପୂରା ଦୁନିଆକୁ ଡରାଇବାରେ ଲାଗିଛି । ଦେଶରେ ଗତ ତିନିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ୪ଲକ୍ଷ ଟପୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪ଲକ୍ଷ ୩ହଜାର ୭୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କ୍ରମାଗତ ଦ୍ୱିତୀୟ ଦିନରେ ମୃତ୍ୟୁ ସଂଖ୍ୟା ୪ହଜାର ଅତିକ୍ରମ କରିଛି । ଦିନକ ଭିତରେ କରୋନାରେ […]

Corona

Corona

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 11:13 AM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଦୋହଲାଇ ଦେଇଛି । ଭାରତରେ କରୋନା ମାମଲା ଲଗାତର ବଢ଼ିବା ପୂରା ଦୁନିଆକୁ ଡରାଇବାରେ ଲାଗିଛି । ଦେଶରେ ଗତ ତିନିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ୪ଲକ୍ଷ ଟପୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪ଲକ୍ଷ ୩ହଜାର ୭୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କ୍ରମାଗତ ଦ୍ୱିତୀୟ ଦିନରେ ମୃତ୍ୟୁ ସଂଖ୍ୟା ୪ହଜାର ଅତିକ୍ରମ କରିଛି ।

ଦିନକ ଭିତରେ କରୋନାରେ ୪୦୯୨ ଲୋକ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ପ୍ରଥମଥର ଦେଶରେ ୪୧୮୭ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ତେବେ ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ କରୋନାରୁ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ପ୍ରଥମଥର କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୮୬ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଦେଶରେ ଏବେ ୨କୋଟି ୨୨ ଲକ୍ଷ ୯୬ହଜାର ୪୧୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ୧କୋଟି ୮୩ଲକ୍ଷ ୧୭ହଜାର ୪୦୪ ଜଣ ରୋଗୀ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ତେବେ ଏହି ମହାମାରୀ ଏପର୍ଯ୍ୟନ୍ତ ୨ଲକ୍ଷ ୪୨ହଜାର ୩୬୨ଜଣଙ୍କର ଜୀବନ ନେଇସାରିଲାଣି । ବର୍ତ୍ତମାନ ଦେଶରେ କରୋନା ଆକ୍ଟିଭ୍ କେସ୍ ୩୭ ଲକ୍ଷ ୩୬ହଜାର ୬୪୮ ରହିଛି । ସେହିପରି ଦେଶରେ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ଦେଶରେ ୧୬କୋଟି ୯୪ଲକ୍ଷ ୩୯ହଜାର ୬୬୯ ଡୋଜ୍ ଲଗା ଯାଇଛି ।

https://twitter.com/ANI/status/1391241620255739908?s=20

ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ୪,୦୧,୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୮୭ ଜଣଙ୍କର ମୃତ୍ୟୁ ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story