ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ, ୧୬ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା(ନିଟ୍‌) ରେଜଲ୍ଟ ଆଜି ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଦୁଇ ଜଣ ଆଶାୟୀଙ୍କ ପରୀକ୍ଷା ପୁଣି କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଆଜି ରେଜଲ୍ଟ ପ୍ରକାଶ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଓ ବିଦେଶର ବିଭିନ୍ନ କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା […]

NEET

NEET

Hemant Lenka
  • Published: Monday, 01 November 2021
  • Updated: 02 November 2021, 01:18 PM IST

Sports

Latest News

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା(ନିଟ୍‌) ରେଜଲ୍ଟ ଆଜି ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଦୁଇ ଜଣ ଆଶାୟୀଙ୍କ ପରୀକ୍ଷା ପୁଣି କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଆଜି ରେଜଲ୍ଟ ପ୍ରକାଶ କରିଛି।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଓ ବିଦେଶର ବିଭିନ୍ନ କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଫଳାଫଳ ଘୋଷଣା କରିଥିବା ବେଳେ ଏବେ ପିଲାମାନେ neet.nta.nic.in ନିଜର ରେଜଲ୍ଟ ଦେଖିପାରିବେ। ସେହିପରି ଇ-ମେଲ ଯୋଗେ ପିଲାମାନଙ୍କୁ ସେମାନଙ୍କ ରେଜଲ୍ଟ ମଧ୍ୟ ପଠାଇ ଦିଆଯାଇଛି।

ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ୩ ଜଣ ଶିକ୍ଷାର୍ଥୀ ରାଙ୍କ ୧ରେ ରହିଛନ୍ତି। ସେମାନେ ହେଲେ ତେଲେଙ୍ଗାନାର ମ୍ରିନାଲ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକା ଜି ନାୟର।

ଚଳିତ ବର୍ଷ ଅଗଷ୍ଟ ୧ରେ ନିଟ୍‌ ପାଇଁ ପ୍ରଥମେ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ୱେଭ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ ସେପ୍ଟେମ୍ବର ୧୨ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିଛି ଦିନ ତଳେ ଦୁଇ ଜଣ ପିଲା ସେମାନଙ୍କୁ ନିଟ୍‌ ବେଳେ ଭୁଲ ପ୍ରଶ୍ନ ପତ୍ର ମିଳିଥିବା ଅଭିଯୋଗ କରିଥିଲେ।

ଏହାର ଶୁଣାଣି ବମ୍ବେ ହାଇକୋର୍ଟ କରିବା ସହ ପୁଣି ପରୀକ୍ଷା କରିବାକୁ କହିଥିଲେ। ତେଲେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦୁଇ ଜଣ ପିଲାଙ୍କ ପାଇଁ ୧୬ ଲକ୍ଷ ପରୀକ୍ଷାର୍ଥୀଙ୍କ ରେଜଲ୍ଟକୁ ରୋକା ଯାଇ ପାରିବ ନାହିଁ ବୋଲି କହିଥିଲେ। ଏଥିପାଇଁ ଏଜେନ୍ସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ଫଳରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ନିଟ୍‌ ରେଜଲ୍ଟ ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story