ଦୁଇ ଦିନର ବ୍ରେକ୍ ପରେ ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଦୁଇ ଦିନର ବ୍ରେକ ପରେ ଆଜି ପୁଣି ହାଇସ୍ପୀଡ୍‌ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ […]

Petrol

Petrol

Madhupriya Mistry
  • Published: Tuesday, 23 February 2021
  • Updated: 23 February 2021, 01:02 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଦୁଇ ଦିନର ବ୍ରେକ ପରେ ଆଜି ପୁଣି ହାଇସ୍ପୀଡ୍‌ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି

ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ ସାଧାରଣ ପେଟ୍ରୋଲ ମଧ୍ୟ ସେଞ୍ଚୁରୀ ମାରିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରେଦଶର ଅନୁପପୁର ଭଳି ସ୍ଥାନରେ ସାଧାରଣ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି।  ମାଲକାନଗିରିରେ ଆଜି ପେଟ୍ରୋଲ ଲିଟର ୯୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ୯୩ ଟଙ୍କା ୧୩ ପଇସା ରହିଛି। ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ୍ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି।

ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି।

ମାୟା ନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୩୪ ପଇସା ଥିବା ବେଳେ ଡିଜେଲ ୮୮ ଟଙ୍କା ୪୪ ପଇସାରେ ପହଞ୍ଚିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୧ ଟଙ୍କା ୧୨ ପଇସା ଓ ଡିଜେଲ ୮୪ ଟଙ୍କା ୧୯ ପଇସା ରହିଛି ।

ଚେନ୍ନାଇରେ ପେଟ୍ରୋଲ ୯୨ ଟଙ୍କା ୯୦ ପଇସା ଏବଂ ଡିଜେଲ ୮୬ ଟଙ୍କା ୩୧ ପଇସା ରହିଛି। ଭୋପାଳରେ ପେଟ୍ରୋଲ ୯୮ ଟଙ୍କା ୯୬ ପଇସା ଏବଂ ଡିଜେଲ ୮୯ ଟଙ୍କା ୬୦ ପଇସାରେ ପହଞ୍ଚିଛି।

ପେଟ୍ରୋଲ ଏବଂ ଡିଜେଲର ଦାମରେ ଲଗାତର ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ତୈଳଦର ହ୍ରାସ କରିବା ପାଇଁ ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିବା ଟିକସକୁ ହ୍ରାସ କରିଛନ୍ତି। ଫଳରେ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ୧ ଟଙ୍କା ଲେଖାଏ ହ୍ରାସ କରିଛନ୍ତି। ଏହା ପୂର୍ବରୁ ଦେଶର ପ୍ରଥମ ରାଜ୍ୟଭାବେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ତୈଳଦର ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୩୮%ରୁ ୩୬% କରିଥିଲେ।

ଆସାମ ମଧ୍ୟ କିଛି ଦିନ ତଳେ ତୈଳଦର ଉପରେ ଲାଗୁ କରିଥିବା ଅତିରିକ୍ତ ୮ଟଙ୍କାର ଟ୍ୟାକ୍ସ ପ୍ରତ୍ୟାହାର କରିଥିଲା। ଗତବର୍ଷ କରୋନା ମହାମାରୀ ଯୋଗୁ ଆସାମ ସରକାର ତୈଳଦର ଉପରେ ଏହି ଅତିରକ୍ତ ୫ ଟଙ୍କାର ଟିକସ ଲାଗୁ କରିଥିଲେ।

ମେଘାଳୟ ସରକାର ସବୁଠାରୁ ବଡ଼ ଘୋଷଣା କରିଥିଲେ। ପେଟ୍ରୋଲ ଉପରେ ୭.୪୦ ଟଙ୍କା ଓ ଡିଜେଲ ଉପରେ ୭.୧୦ ଟଙ୍କା ଛାଡ଼ କରିଥିଲେ।

ମେଘାଳୟ ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ୩୧.୬୨% ଭ୍ୟାଟକୁ ୨୦% ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୨୨.୯୫%ରୁ ୧୨% କରି ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ତୈଳଦର ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ହ୍ରାସ କରିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story