ପିଏଫଆଇର ହାଇଦ୍ରାବାଦ ଅଫିସକୁ ସିଲ୍‌ କଲା ଏନଆଇଏ

ହାଇଦ୍ରାବାଦ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କର୍ମୀଙ୍କ ବିରୋଧରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନଆଇଏ ଏକକାଳୀନ ପ୍ରାୟ ୧୧ଟି ରାଜ୍ୟରେ ରେଡ୍‌ କରି ୧୦୦ରୁ ଅଧିକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଛି। ସେହିପରି ହାଇଦ୍ରାବାଦରେ ଥିବା ପିଏଫଆଇର ଅଫିସକୁ ଏନଆଇଏ ସିଲ୍‌ କରିଛି। ହାଇଦ୍ରାବାଦରର ପୁରୁଣା ସହରର ଚନ୍ଦ୍ରାୟନଗୁଟ୍ଟା ଠାରେ ପିଏଫଆଇର ଆଞ୍ଚଳିକ ଅଫିସ ଚାଲିଥିଲା। ଏନଆଇଏ ଅଧିକାରୀ କୃଷ୍ଣ କୁମାର ଭରଦ୍ୱାଜାଙ୍କ ଦସ୍ତଖତ ଥିବା ନୋଟିସକୁ […]

PFI

PFI

Hemant Lenka
  • Published: Thursday, 22 September 2022
  • Updated: 22 September 2022, 05:29 PM IST

Sports

Latest News

ହାଇଦ୍ରାବାଦ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କର୍ମୀଙ୍କ ବିରୋଧରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନଆଇଏ ଏକକାଳୀନ ପ୍ରାୟ ୧୧ଟି ରାଜ୍ୟରେ ରେଡ୍‌ କରି ୧୦୦ରୁ ଅଧିକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଛି। ସେହିପରି ହାଇଦ୍ରାବାଦରେ ଥିବା ପିଏଫଆଇର ଅଫିସକୁ ଏନଆଇଏ ସିଲ୍‌ କରିଛି। ହାଇଦ୍ରାବାଦରର ପୁରୁଣା ସହରର ଚନ୍ଦ୍ରାୟନଗୁଟ୍ଟା ଠାରେ ପିଏଫଆଇର ଆଞ୍ଚଳିକ ଅଫିସ ଚାଲିଥିଲା। ଏନଆଇଏ ଅଧିକାରୀ କୃଷ୍ଣ କୁମାର ଭରଦ୍ୱାଜାଙ୍କ ଦସ୍ତଖତ ଥିବା ନୋଟିସକୁ ଅଫିସ ସାମ୍ନାରେ ମରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟେରର ଫଣ୍ଡିଂ ଓ ଅନ୍ୟାନ୍ୟ ହିଂସା ଘଟଣାରେ ପିଏଫଆଇ ସଦସ୍ୟମାନେ ସାମିଲଥିବା ଅଭିଯୋଗରେ ଆଜି ଏନଆଇଏ ଦେଶବ୍ୟାପୀ ରେଡ୍‌ କରିଥିଲା। ଏହି ସମୟରେ ଏନଆଇଏର ବରିଷ୍ଠ ନେତାମାନଙ୍କ ସମେତ ମୋଟ ୧୦୦ ଜଣଙ୍କୁ ଗିରଫ କରି ଦିଲ୍ଲୀ ମୁଖ୍ୟାଳୟକୁ ଅଣାଯାଇଛି।

ଏହି ରେଡ୍‌ ବେଳେ ଏନଆଇଏ ଚନ୍ଦ୍ରାୟନଗୁଟ୍ଟା ଠାରେ ଥିବା ପିଏଫଆଇ ଅଫିସକୁ ସିଲ୍‌ କରିଛି ଓ ବିଲଡିଂର ମାଲିକଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପିଏଫଆଇରର ଏହି ଅଫିସଟି ନସୀବ ନଗରରେ ଥିବା ଗୋଟିଏ ଭଡ଼ା ଘରେ ଚାଲୁଥିଲା। ଏଠାରେ ବେଆଇନ କାର୍ଯ୍ୟକଳାପ ଚାଲୁଥିବା ଏନଆଇଏ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story