Advertisment

କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ ଯାଇ ମୋଦି ଏହି ଟିକା ନେଇଛନ୍ତି। ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏ ବାବଦରେ କହିଛନ୍ତି, ସେ କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ […]

ଅଦ୍ୟତନ ହୋଇଛି
କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ

modi-second-dos

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ ଯାଇ ମୋଦି ଏହି ଟିକା ନେଇଛନ୍ତି। ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏ ବାବଦରେ କହିଛନ୍ତି, ସେ କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆଜି ମୋଦିଙ୍କୁ ପୁଡୁଚେରୀର ପି ନିବେଦା ଦ୍ୱିତୀୟ ଟିକା ଦେଇଥିଲେ। ପଞ୍ଜାବର ଅନ୍ୟ ଜଣେ ନର୍ସ ନିଶା ଶର୍ମା ଟିକା ଦିଆଯାଉଥିବା ବେଳେ ପାଖରେ ଥିବା ଦେଖିବାକୁ ମିଳିଛି। ମୋଦିଙ୍କୁ ପ୍ରଥମ ଡୋଜ ମଧ୍ୟ ନର୍ସ ପି ନିବେଦା ଦେଇଥିଲେ।

Advertisment

https://twitter.com/narendramodi/status/1379974475278557187?s=20

Narendra Modi Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe