ଆଉ ନାହାନ୍ତି ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ ରାକେଶ ଝୁନ୍‌ଝୁନ୍‌ବାଲା

ନୂଆଦିଲ୍ଲୀ: ଆଖିବୁଜିଲେ ଶେଆର ମାର୍କେଟ୍‌ର କିଙ୍ଗ ରାକେଶ ଝୁନ୍‌ଝୁନ୍‌ବାଲା। ୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାକଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି […]

Rakesh-jhunjhunwala-

Rakesh-jhunjhunwala-

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 02:03 PM IST

Sports

Latest News

ନୂଆଦିଲ୍ଲୀ: ଆଖିବୁଜିଲେ ଶେଆର ମାର୍କେଟ୍‌ର କିଙ୍ଗ ରାକେଶ ଝୁନ୍‌ଝୁନ୍‌ବାଲା। ୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାକଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ଶେଆର ମାର୍କେଟର ଜଣାଶୁଣା ପୋଖତ ଖେଳାଳି ରାକେଶ କିଛି ଦିନ ପୂର୍ବରୁ ହିଁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ । ନୂଆ ଏୟାରଲାଇନ୍ସ କମ୍ପାନି ଆକାଶା ଏୟାରରେ ମୋଟା ଅଙ୍କର ଟଙ୍କା ଇନ୍‌ଭେଷ୍ଟ କରିଥିଲେ ସେ।  ୭ ଅଗଷ୍ଟରୁ ହିଁ ଏହା ଚାଲୁ ହୋଇଥିଲା। ସବୁଠାରୁ ମଜା କଥା ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ରାକେଶ ମାତ୍ର ୫ ହଜାର ଟଙ୍କାରୁ ନିଜ କାରବାର ଆରମ୍ଭ କରିଥିଲେ। ଶେଆର ବଜାରରେ ମାତ୍ର ୫ ହଜାର ଟଙ୍କା ଲଗାଇ ସେ ଆଜି ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଏହି ସଫଳତା ଯୋଗୁ ରାକେଶ ଝୁନ୍‌ଝୁନ୍‌ବାଲାଙ୍କୁ ଭାରତୀୟ ଷ୍ଟକ୍‌ ମାର୍କେଟ୍‌ର ବିଗ୍‌ ବୁଲ୍‌ ଓ ଭାରତର ୱାରେନ ବଫେଟ୍‌ କୁହାଯାଏ।

https://twitter.com/narendramodi/status/1558665063770505216?s=20&t=MeMePZ5IX0mcpR5eTlwlIg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story