ପୁଅ ଗିରଫ ହେବା ପରେ ମୁହଁ ଖୋଲିଲେ ରିଆଙ୍କ ବାପା, କହିଲେ ଏମିତି କଥା

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ଏସ୍‌ବି) ତଦନ୍ତ କରୁଥିବା ବେଳେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ (୨୪)କୁ ଗିରଫ କରିଛି। ଆଉ ଏହା ପରେ ଚୁପ୍ ରହିଥିବା ରିଆଙ୍କ ବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ମୁହଁ ଖୋଲିଛନ୍ତି। ଶନିବାର ଏକ ବିବୃତ୍ତି ଜାରି କରି ସେ କହିଛନ୍ତି, “ଅଭିନନ୍ଦନ ଭାରତ, ତୁମେ ମୋ ପୁଅକୁ ଗିରଫ କରିଛ। ମୁଁ […]

Soubhik

Soubhik

Jitendra Garnayak
  • Published: Sunday, 06 September 2020
  • Updated: 06 September 2020, 09:23 AM IST

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ଏସ୍‌ବି) ତଦନ୍ତ କରୁଥିବା ବେଳେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ (୨୪)କୁ ଗିରଫ କରିଛି। ଆଉ ଏହା ପରେ ଚୁପ୍ ରହିଥିବା ରିଆଙ୍କ ବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ମୁହଁ ଖୋଲିଛନ୍ତି।

ଶନିବାର ଏକ ବିବୃତ୍ତି ଜାରି କରି ସେ କହିଛନ୍ତି, “ଅଭିନନ୍ଦନ ଭାରତ, ତୁମେ ମୋ ପୁଅକୁ ଗିରଫ କରିଛ। ମୁଁ ନିଶ୍ଚିତ ଏହା ପରେ ମୋ ଝିଅର ପାଳି ପଡ଼ିବ। ତା’ପରେ କାହାର ପାଳି ପଡ଼ିବ ମୁଁ ଜାଣିନାହିଁ। ତୁମେ ବେଶ୍ ବଢ଼ିଆ ଭାବେ ଏକ ମଧ୍ୟବିତ୍ତ ପରିବାରକୁ ନଷ୍ଟ କରିଦେଲ। କିନ୍ତୁ ନିଶ୍ଚିତ ଭାବେ ନ୍ୟାୟ ପାଇଁ ସବୁକିଛି ଉଚିତ୍।”

ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ରିଆଙ୍କ ବାପାଙ୍କୁ ବି ସିବିଆଇ ଜେରା କରିସାରିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ ରହିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଅନ୍ୟମାନଙ୍କ ସହିତ ତାଙ୍କୁ ପଚରାଉଚରା କରିଥିଲା।

ଶୁକ୍ରବାର ଏନ୍‌ସିବି ରିଆଙ୍କ ଭାଇ ସୌଭିକଙ୍କ ସହିତ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ଥିବା ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି। ଉଭୟଙ୍କୁ ବୁଧବାର ପର୍ଯ୍ୟନ୍ତ ଏନ୍‌ସିବି ରିମାଣ୍ଡରେ ନେଇଛି। ତେବେ ସୌଭିକଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story