‘ରାଜଦ୍ରୋହ’ ଆଇନର ଅପବ୍ୟବହାର, ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ‘ରାଜଦ୍ରୋହ’ ଆଇନର ଅପବ୍ୟବହାର ହେଉଛି କହି ସୁପ୍ରିମକୋର୍ଟ ଛତିଶଗଡ଼ ସରକାର ଉପରେ ବର୍ଷିଛନ୍ତି। ଏପରି ରାଜଦ୍ରୋହ ଆଇନର ଅପବ୍ୟବହାର କରାଯାଇ ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କହିଛନ୍ତି। କ୍ଷମତା ପରିବର୍ତ୍ତନ ପରେ ଏଭଳି ‘ରାଜଦ୍ରୋହ’ ମାମଲା ଅଧିକାଂଶ ରୁଜୁ କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଗୁରୁବାର କହିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଯାଇ ଛତିଶଗଡ଼ର ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କୁ […]

sc

sc

Subhransu Sekhar
  • Published: Thursday, 26 August 2021
  • Updated: 26 August 2021, 04:17 PM IST

Sports

Latest News

ନୂଆଦିଲ୍ଲୀ:  ‘ରାଜଦ୍ରୋହ’ ଆଇନର ଅପବ୍ୟବହାର ହେଉଛି କହି ସୁପ୍ରିମକୋର୍ଟ ଛତିଶଗଡ଼ ସରକାର ଉପରେ ବର୍ଷିଛନ୍ତି। ଏପରି ରାଜଦ୍ରୋହ ଆଇନର ଅପବ୍ୟବହାର କରାଯାଇ ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କହିଛନ୍ତି। କ୍ଷମତା ପରିବର୍ତ୍ତନ ପରେ ଏଭଳି ‘ରାଜଦ୍ରୋହ’ ମାମଲା ଅଧିକାଂଶ ରୁଜୁ କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଗୁରୁବାର କହିଛନ୍ତି।

କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଯାଇ ଛତିଶଗଡ଼ର ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ରାଜ୍ୟ ପୁଲିସ ଏହି ପୂର୍ବତନ ଆଇପିଏସଙ୍କ ବିରୋଧରେ ରୁଜୁ କରିଥିବା ମାମଲା ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହେଲେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଗୁରଜିନ୍ଦେର ପଲ ସିଂହଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

କହିରଖୁଛୁ ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଆୟ ବହିର୍ଭତ ସମ୍ପତ୍ତି ଠୁଳ ମାମଲାରେ ରାଜଦ୍ରୋହ ସହିତ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି।

ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦେଶରେ ରାଜଦ୍ରୋହକୁ ନେଇ ଯେଉଁଭଳି ଟ୍ରେଣ୍ଡ ଚାଲିଛି ତାହା ଚିନ୍ତାଜନକ। ପୁଲିସ ବିଭାଗ ଏହି ଅବସ୍ଥା ପାଇଁ ମଧ୍ୟ ଦାୟୀ। ଯେତେବେଳେ ରାଜ୍ୟରେ କ୍ଷମତା ବଦଳୁଛି ସେତେବେଳେ ପୁଲିସମାନେ ମଧ୍ୟ ଶାସକ ଦଳ ଆଡକୁ ଢ଼ଳୁଥିବା କୋର୍ଟ କହିଛନ୍ତି। ଏହା ପରେ ଯେତେବେଳେ ଅନ୍ୟ ଦଳ କ୍ଷମତାକୁ ଆସୁଛି ସେତେବେଳେ ସରକାର ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି। ଏପରି ପ୍ରକ୍ରିୟା ବନ୍ଦ ହେବାର ଆବଶ୍ୟକ ରହିଛି। ଆସନ୍ତା ଚାରି ସପ୍ତାହ ମଧ୍ୟରେ ଛତିଶଗଡ଼ ସରକାର ନିଜର ପ୍ରତିକ୍ରିୟା ଦେବା ଦରକାର ବୋଲି ବେଞ୍ଚର ଅନ୍ୟତମ ସଦସ୍ୟ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି।

ଏହି ମାମଲାରେ ଗୁରଜିନ୍ଦେର ପଲ ସିଂହଙ୍କ ପାଇଁ ଆଇନଜୀବୀ ଏଫଏସ ନରିମନ ଏବଂ ବିକାଶ ସିଂହ ପକ୍ଷ ରଖିଥିବା ବେଳେ ଛତିଶଗଡ଼ ସରକାର ପାଇଁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ।

ସୂଚନାଯୋଗ୍ୟ, ଦେଶରେ ରାଜଦ୍ରୋହ ଆଇନର ଅପବ୍ୟବାହର ହେଉଛି ବୋଲି କଂଗ୍ରେସ ଅଭିଯୋଗ କରୁଛି। କଂଗ୍ରେସ ଏଭଳି ଅଭିଯୋଗ କରି ବିଜେପି ଶାସିତ ରାଜ୍ୟ ଏବଂ କେନ୍ଦ୍ର ସରକାର ବିରୋଧରେ ଗର୍ଜୁଛି। ହେଲେ ଏଠି ଓଲଟା ସେହି କଂଗ୍ରେସ ଦ୍ୱାରା ଶାସିତ ରାଜ୍ୟ ଛତିଶଗଡ଼ ସରକାର ରାଜଦ୍ରୋହ ଆଇନର ଅପବ୍ୟବହାର କୁରଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story