ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପର୍କିୟ ସଚିନ ବିଷ୍ଣୋଇକୁ ଅଜରବୈଜାନରୁ ପୁଲିସ ଗିରଫ କରିଛି। ସଚିନ ବିଷ୍ଣୋଇ ମୁସେୱାଲା ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିଲା। ତଦନ୍ତ ଅଧିକାରୀଙ୍କ କହିବା ମୁତାବକ, ସଚିନ ହିଁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ। ସେ ଲରେନ୍ସ ଗ୍ୟାଙ୍ଗକୁ ବାହାରୁ ଅପରେଟ୍‌ କରୁଥିଲା। ତା’ପାଖରୁ ଏକ ନକଲି ପାସ୍‌ପୋର୍ଟ ଜବତ ହୋଇଛି। ଏଥିରେ ତା’ର ପୂରା ନାଁ ରାଜ ଟୁଟେଜା ଲେଖାଅଛି। […]

sachin-vishnoi

sachin-vishnoi

Madhupriya Mistry
  • Published: Tuesday, 30 August 2022
  • Updated: 30 August 2022, 11:24 AM IST

Sports

Latest News

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପର୍କିୟ ସଚିନ ବିଷ୍ଣୋଇକୁ ଅଜରବୈଜାନରୁ ପୁଲିସ ଗିରଫ କରିଛି। ସଚିନ ବିଷ୍ଣୋଇ ମୁସେୱାଲା ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିଲା।

ତଦନ୍ତ ଅଧିକାରୀଙ୍କ କହିବା ମୁତାବକ, ସଚିନ ହିଁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ। ସେ ଲରେନ୍ସ ଗ୍ୟାଙ୍ଗକୁ ବାହାରୁ ଅପରେଟ୍‌ କରୁଥିଲା। ତା'ପାଖରୁ ଏକ ନକଲି ପାସ୍‌ପୋର୍ଟ ଜବତ ହୋଇଛି। ଏଥିରେ ତା'ର ପୂରା ନାଁ ରାଜ ଟୁଟେଜା ଲେଖାଅଛି। କେବଳ ସେତିକି ନୁହେଁ ପାସ୍‌ପୋର୍ଟରେ ତା' ବାପାଙ୍କ ନକଲି ନାଁ ମଧ୍ୟ ଲେଖା ଅଛି।

ସୂଚନା ଅନୁଯାୟୀ, ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପୂର୍ବରୁ ସଚିନ ଏହି ନକଲି ପାସପୋର୍ଟ ମାଧ୍ୟମରେ ଦୁବାଇ ପଳାଇ ଯାଇଥିଲା। ସେଠାରୁ ଆଜେରବୈଜାନ ଯାଇଥିଲା। ଏହାପୂର୍ବରୁ ପୁଲିସ ଦାବି କରିଥିଲା ଯେ, ସଚିନ କହିବା ପରେ ହିଁ ତା' ସାଙ୍ଗ ସନ୍ଦୀପ ଓରଫ କେକଡା ସିଦ୍ଧୁ ମୁସେୱାଲାଙ୍କ ରେକି କରିଥିଲା। ଘଟଣା ଦିନ ସେ ମୁସେୱାଲାଙ୍କ ଫ୍ୟାନ୍‌ ସାଜି ତାଙ୍କ ଘରକୁ ଯାଇଥିଲା। ଏହାପରେ କେକଡା ମୁସେୱାଲଙ୍କ ସହ ଘର ବାହାରେ ସେଲ୍ଫି ଉଠାଇଥିଲା। ମୁସେୱାଲାଙ୍କ ସମସ୍ତ ତଥ୍ୟ ସେ ହିଁ ଶୁଟର୍‌କୁ ଦେଇଥିଲା। ଏହାପରେ ଶୁଟର୍‌ମାନେ ମୁସେୱାଲଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ କରିଥିଲେ।

ମେ' ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋଲ୍ଡି ବ୍ରାର। ସେ ଏବେ କାନାଡାରେ ଅଛି। ଗୋଲ୍ଡି ଜେଲ୍‌ରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇର ଅତି ଘନିଷ୍ଠ ବନ୍ଧୁ। ଏ ଦୁହେଁ ନିଜ ବନ୍ଧୁ ବିକ୍କି ମୁଦ୍ଦେଖେଡା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story