'ବୁଲ୍ଲି ବାଈ' ପରେ 'ସୁଲ୍ଲି ଡିଲ୍‌'ର ଧରାପଡିଲା ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ବୁଲ୍ଲି ବାଈ ଆପ୍‌ ପରେ ଏବେ ସୁଲ୍ଲି ଡିଲ୍‌ ଆପ୍‌କୁ ନେଇ ଆକ୍ସନ ମୋଡରେ ପୁଲିସ। ଧରାପଡିଲା ସୁଲ୍ଲି ଡିଲ୍‌ ଆପ୍‌ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ନିଲାମ କରୁଥିବା ଏହି ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ୨୫ ବର୍ଷୀୟ ଓଙ୍କାରେଶ୍ୱର ଠାକୁର। ସେ ମଧ୍ୟପ୍ରଦେଶ ନ୍ୟୁୟର୍କ ସିଟି ଟାଉନ୍‌ସିପର ବାସିନ୍ଦା। ପୁଲିସ ଆଜି […]

sulli-deal-case

sulli-deal-case

Madhupriya Mistry
  • Published: Sunday, 09 January 2022
  • Updated: 09 January 2022, 11:15 AM IST

Sports

Latest News

ନୂଆଦିଲ୍ଲୀ: ବୁଲ୍ଲି ବାଈ ଆପ୍‌ ପରେ ଏବେ ସୁଲ୍ଲି ଡିଲ୍‌ ଆପ୍‌କୁ ନେଇ ଆକ୍ସନ ମୋଡରେ ପୁଲିସ। ଧରାପଡିଲା ସୁଲ୍ଲି ଡିଲ୍‌ ଆପ୍‌ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ନିଲାମ କରୁଥିବା ଏହି ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଉଛି ୨୫ ବର୍ଷୀୟ ଓଙ୍କାରେଶ୍ୱର ଠାକୁର। ସେ ମଧ୍ୟପ୍ରଦେଶ ନ୍ୟୁୟର୍କ ସିଟି ଟାଉନ୍‌ସିପର ବାସିନ୍ଦା। ପୁଲିସ ଆଜି ଏହି ଅଭିଯୁକ୍ତ ଜଣକୁ ତାଙ୍କ ଘରୁ ଉଠାଇ ଆଣିଛି। ଏହି ବିସିଏ ଛାତ୍ର ଜଣକ ଗତ ବର୍ଷ ଜୁଲାଇ ମାସରେ 'ସୁଲ୍ଲି ଡିଲ୍‌' ଆପ୍‌ ତିଆରି କରିଥିଲା। ଏହି ଆପ୍‌ ଜରିଆରେ ମୁସଲିମ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ଓଙ୍କାରେଶ୍ୱର ଖୁଲାସା କରିଛି ଯେ, ସୁଲ୍ଲି ଡିଲ୍ ମାମଲାରେ ଅନ୍ୟ ଲୋକମାନେ ମଧ୍ୟ ଜଡିତ ଅଛନ୍ତି। ଯେଉଁମାନେ କି ଏଥିରେ ଛୋଟ ଭୂମିକା ଗ୍ରହଣ କରିଥିଲେ। ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ସେ ସ୍ୱୀକାରୀ କରିଛି ଯେ, ସେ ଟ୍ୱିଟରରେ ଏକ ଟ୍ରେଡ୍‌ ଗ୍ରୁପର ସଦସ୍ୟ ଥିଲା ଏବଂ ମୁସଲମାନ ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ବାଣ୍ଟୁଥିଲା। ସେ GitHub ରେ କୋଡ୍ ବିକଶିତ କରିଥିବା ନେଇ ମଧ୍ୟ ସ୍ୱୀକାର କରିଛି।

ଗ୍ରୁପର ସଦସ୍ୟଙ୍କ ଦ୍ୱାରା ହିଁ ମୁସ୍‌ଲିମ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ ହେଉଥିଲା। କିନ୍ତୁ ଯେତେବେଳେ ସୁଲ୍ଲି ଡିଲ୍‌ ଆପ୍‌କୁ ନେଇ ଚର୍ଚ୍ଚା ହେବା ସହ ବିବାଦ ବଢ଼ିଥିଲା ସେତେବେଳେ ସେ ସୋଶାଲ ମିଡିଆରୁ ଫୁଟ୍‌ ପ୍ରିଣ୍ଟ ଡିଲିଟ୍‌ କରିଦେଇଥିଲା ବୋଲି କହିଛନ୍ତି। ଓଙ୍କାରେଶ୍ୱର ନିକଟରୁ ଜବତ ହୋଇଥିବା ଗ୍ୟାଜେଟ୍ସର ପୁଲିସ ଯାଂଚ କରୁଛି। ଆଗାମୀ ଦିନରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି।

ସୂଚନା ମୁତାବକ,  ବୁଲ୍ଲି ବାଈ ଆପ୍ ସୃଷ୍ଟି କରିଥିବା ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇ ୭ ଦିନ ଧରି ସ୍ପେଶାଲ୍ ସେଲର ଆଇଏଫଏସଓ ୟୁନିଟର ହେପାଜତରେ ଅଛି। ଅଭିଯୁକ୍ତକୁ ପଚରାଉଚରା ପରେ ପୁଲିସ ସୁଲ୍ଲି ଡିଲ ମାମଲାରେ ଇନ୍ଦୋରରୁ ଓଙ୍କାରେଶ୍ୱର ଠାକୁରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story