ଆଉ କଷ୍ଟ ହେବନି, ଏକ ମିନିଟ୍‌ରେ ହେବ ମୃତ୍ୟୁ

ଜ୍ୟୁରିଖ: ଆଉ କଷ୍ଟ ସହିବାକୁ ପଡିବନି। ବିନା ଯନ୍ତ୍ରଣାରେ ଏବେ ଏକ ମିନିଟ୍‌ରେ ଚାଲିଯିବ ଜୀବନ। ମିଳିବ ଶାନ୍ତି ମୃତ୍ୟୁ। ଇଚ୍ଛା ମୃତ୍ୟୁ ପାଇଁ ଆଶା ରଖିଥିବା ଲୋକେ ପାଇପାରିବେ ସହଜ ମୃତ୍ୟୁ। ମୃତ୍ୟୁର ମେସିନ୍‌କୁ ମିଳିଛି ମଞ୍ଜୁରୀ। ସ୍ୱିଜରଲାଣ୍ଡ ସରକାର ଏହି ମୃତ୍ୟୁର ମେସିନ୍‌କୁ ମଞ୍ଜୁରୀ ଦେଇଛନ୍ତି। କଫିନ ଆକୃତିର ଏହି ମେସିନ ସହାଯ୍ୟରେ ଲୋକେ ମାତ୍ର ୧ ମିନିଟ୍‌ରେ ବିନା ଯନ୍ତ୍ରଣାରେ ଶନ୍ତିପୂର୍ଣ୍ଣ ମୃତ୍ୟୁ ପାଇପାରିବେ। ଏହି ମେସିନକୁ ତିଆରି କରିଥିବା କମ୍ପାନୀ ଏହି […]

Death

Death

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 06:20 PM IST

Sports

Latest News

ଜ୍ୟୁରିଖ: ଆଉ କଷ୍ଟ ସହିବାକୁ ପଡିବନି। ବିନା ଯନ୍ତ୍ରଣାରେ ଏବେ ଏକ ମିନିଟ୍‌ରେ ଚାଲିଯିବ ଜୀବନ। ମିଳିବ ଶାନ୍ତି ମୃତ୍ୟୁ। ଇଚ୍ଛା ମୃତ୍ୟୁ ପାଇଁ ଆଶା ରଖିଥିବା ଲୋକେ ପାଇପାରିବେ ସହଜ ମୃତ୍ୟୁ। ମୃତ୍ୟୁର ମେସିନ୍‌କୁ ମିଳିଛି ମଞ୍ଜୁରୀ।

ସ୍ୱିଜରଲାଣ୍ଡ ସରକାର ଏହି ମୃତ୍ୟୁର ମେସିନ୍‌କୁ ମଞ୍ଜୁରୀ ଦେଇଛନ୍ତି। କଫିନ ଆକୃତିର ଏହି ମେସିନ ସହାଯ୍ୟରେ ଲୋକେ ମାତ୍ର ୧ ମିନିଟ୍‌ରେ ବିନା ଯନ୍ତ୍ରଣାରେ ଶନ୍ତିପୂର୍ଣ୍ଣ ମୃତ୍ୟୁ ପାଇପାରିବେ। ଏହି ମେସିନକୁ ତିଆରି କରିଥିବା କମ୍ପାନୀ ଏହି ସୂଚନା ଦେଇଛି। କୁହାଯାଉଛି ଯେ ମେସିନ୍ ଭିତରେ ଅମ୍ଳଜାନର ସ୍ତର ବହୁତ କମ୍ ହୋଇଯାଏ, ଯେଉଁ କାରଣରୁ ହାଇପୋକ୍ସିଆ ଏବଂ ହାଇପୋକେନିଆ ହେତୁ ବ୍ୟକ୍ତିଙ୍କ ସହଜରେ ମୃତ୍ୟୁ ହୋଇଯାଏ। suicide-sarco

ଯେଉଁମାନେ ଅତ୍ୟନ୍ତ ରୋଗିଣା, ବିଛଣାରୁ ଉଠିପାରନ୍ତି ନାହିଁ, କିମ୍ବା ଯେଉଁ ରୋଗୀମାନଙ୍କ ଭଲ ହେବା ଅଶା ନଥାଏ, ସେମାନଙ୍କ ପାଇଁ ଏହି ମେସିନ୍‌ ବେଶ୍‌ ସହାୟକ ହେବ। ୟୁଜର୍ସଙ୍କୁ ଏହି ମେସିନକୁ ନିଜ ପସନ୍ଦର ସ୍ଥାନକୁ ନେବାକୁ ପଡିବ। ଏହାପରେ ଇଚ୍ଛା ମୃତ୍ୟୁ ପାଇଁ ଅଶା ରଖିଥିବା ଉକ୍ତ ମେସିନ୍‌ରେ ଶୋଇ ମୃତ୍ୟୁ ପ୍ରାପ୍ତ କରିପାରବେ। ବ୍ୟକ୍ତି ମୃତ୍ୟୁ ପରେ ଏହି ମେସିନର ଡିଗ୍ରେଡେବଲ୍ କ୍ୟାପସୁଲ୍ ଅଲଗା ହୋଇଯାଏ, ପରେ ଏହାକୁ ଏକ କଫିନ୍ ଭାବରେ ବ୍ୟବହାର କରାଯାଇପାରି। ଏହି ଆତ୍ମହତ୍ୟାର ମେସିନ୍‌ ତିଆରି କରିବା ପାଇଁ ଅଣ-ଲାଭକାରୀ ସଂସ୍ଥା ଏକ୍‌ଜିଟ୍ ଇଣ୍ଟରନ୍ୟାସନାଲ୍ର ନିର୍ଦ୍ଦେଶକ ଏବଂ 'ଡକ୍ଟର ଡେ୍‌ଥ' କୁହାଯାଉଥିବା ଫିଲିପ୍ ନେଟ୍‌ଶ୍ଚକେଙ୍କ ଚିନ୍ତା କରିଥିଲେ।

ପ୍ରକୃତରେ ସ୍ୱିଜରଲ୍ୟାଣ୍ଡରେ ନିଜ ଇଚ୍ଛା ମୁତାବକ ଆତ୍ମହତ୍ୟା କରିବା ଆଇନ୍‌ ରହିଛି। ଗତ ବର୍ଷ ୧୩୦୦ ଲୋକ ଏହି ଆତ୍ମହତ୍ୟା ପାଇଁ ଏହି ଆଇନ୍‌କୁ ବ୍ୟବହାର କରିଥିଲେ। ଡକ୍ଟର ଡେଥ୍‌ଙ୍କ କହିଛନ୍ତି, 'ଯଦି କୌଣସି ଅପ୍ରତ୍ୟାଶିତ ଅସୁବିଧା ନହୁଏ, ତେବେ ଆସନ୍ତା ବର୍ଷ ସୁଦ୍ଧା ଆମେ ଦେଶକୁ ଏହି ସାର୍କୋ ମେସିନ୍ ଯୋଗାଇଦେବୁ। ବର୍ତ୍ତମାନ ଦୁଇଟି ସାର୍କୋ ପ୍ରୋଟୋଟାଇପ୍ ତିଆରି ହୋଇସାରିଛି। ଏବେ ତୃତୀୟ ମେସିନ୍ ତିଆରି ହେଉଛି ଯାହା ଆସନ୍ତା ବର୍ଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ।'

ସେପଟେ ଡକ୍ଟର ଡେଥ୍‌ଙ୍କ ଏହି ମୃତ୍ୟୁର ମେସିନ୍‌କୁ ଅନେକ ଲୋକେ ବିରୋଧ କରୁଛନ୍ତି। ତାଙ୍କ ମେସିନ୍‌ରେ ବ୍ୟବହୃତ ହେଉଥିବା ପଦ୍ଧତିକୁ ଭୁଲ୍‌ ବୋଲି କହୁଛନ୍ତି। କିଛି ଲୋକେ କୁହନ୍ତି ଏହା ଏକ ଗ୍ୟାସ୍ ଚାମ୍ବର ଭଳି। ସେହିପରି ଅନ୍ୟ କେତେକ କହିଛନ୍ତି ଯେ ଏହି ମେସିନ୍ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story