୧୪୦ ଯାତ୍ରୀ ଭାରତ ଆସିଥାନ୍ତେ, ଅଟକାଇଲେ ତାଲିବାନ: ରିପୋର୍ଟ

କାବୁଲ: ବୁଧବାର ବିଳମ୍ୱିତ ରାତିରେ ୧୪୦ ଜଣ ଯାତ୍ରୀ ଭାରତ ଆସିବାକୁ ଚାହୁଁଥିଲେ। ଏଥିପାଇଁ ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ହେଲେ ତାଲିବାନୀ ମାନେ ୧୪୦ ଯାତ୍ରୀଙ୍କ ଦିଲ୍ଲୀ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ବୋଲି ସୂଚନା ରହିଛି। ରବିବାର ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ଜନ୍ମ ବାର୍ଷିକୀ ରହିଛି। ଏହି ଅବସରରେ ଯୋଗ ଦେବା ପାଇଁ ଆଫଗାନିସ୍ତାନର ଶିଖ୍ ମାନେ ଦିଲ୍ଲୀ ଆସି ଏହି ପର୍ବରେ ସାମିଲ୍ ହେବାକୁ ଚାହୁଁଥିଲେ। […]

Taliban

Taliban

Subhransu Sekhar
  • Published: Thursday, 26 August 2021
  • Updated: 26 August 2021, 04:59 PM IST

କାବୁଲ: ବୁଧବାର ବିଳମ୍ୱିତ ରାତିରେ ୧୪୦ ଜଣ ଯାତ୍ରୀ ଭାରତ ଆସିବାକୁ ଚାହୁଁଥିଲେ। ଏଥିପାଇଁ ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ହେଲେ ତାଲିବାନୀ ମାନେ ୧୪୦ ଯାତ୍ରୀଙ୍କ ଦିଲ୍ଲୀ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ବୋଲି ସୂଚନା ରହିଛି। ରବିବାର ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ଜନ୍ମ ବାର୍ଷିକୀ ରହିଛି। ଏହି ଅବସରରେ ଯୋଗ ଦେବା ପାଇଁ ଆଫଗାନିସ୍ତାନର ଶିଖ୍ ମାନେ ଦିଲ୍ଲୀ ଆସି ଏହି ପର୍ବରେ ସାମିଲ୍ ହେବାକୁ ଚାହୁଁଥିଲେ।

ଦିଲ୍ଲୀ ସ୍ଥିତ ନିୟୁ ମହାଭୀର ନଗରରେ ଥିବା ଶ୍ରୀ ଗୁରୁ ଅରଜନ ଦେବ ଜି ଗୁରୁଦ୍ୱାରର ସଭାପତି ପ୍ରତାପ ସିଂହ (ଆଫଗାନିସ୍ତାନ ବାସିନ୍ଦା) କହିଛନ୍ତି, ରବିବାର କୀର୍ତ୍ତନ ଦରବାର ଆୟୋଜିତ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ଏହି ସମୟରେ ଦେଶ ବିଦେଶର ଅନେକ ଶିଖ୍ ସମ୍ପ୍ରଦାୟର ଲୋକ ଯୋଗ ଦେବାର ଯୋଜନା ରହିଛି। ହେଲେ ତାଲିବାନ ମାନେ ୧୪୦ ଜଣ ଯାତ୍ରୀଙ୍କୁ କାବୁଲ ବିମାନ ବନ୍ଦରରେ ଅଟକାଇ ରଖିଛନ୍ତି।

ସେ କହିଛନ୍ତି, ଦୀର୍ଘ ୧୫ ଘଣ୍ଟା ଧରି ୧୪୦ ଯାତ୍ରୀଙ୍କ ଗାଡିକୁ ତାଲିବାନ ଘେରି ରହିବା ପରେ ବିମାନ ବନ୍ଦରରୁ ତାଲିବାନୀଙ୍କୁ ଫେରାଇ ଦେଇଛନ୍ତି। ତେଣୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଏହି ଯାତ୍ରୀ କିଭଳି କାବୁଲରୁ ଦିଲ୍ଲୀ ଆସି ପାରିବେ ଏବଂ ଏହି ସମାରୋହରେ ଯୋଗ ଦେଇପାରିବେ ସେ ନେଇ ବ୍ୟବସ୍ଥା କରିବା ଦରକାର।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଆଫଗାନିସ୍ତାନର କାବୁଲରୁ ଦିଲ୍ଲୀକୁ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପାଇଁ ସ୍ୱରୋପସ ଆସିଥିଲା। ଏହାକୁ ବିମାନ ବନ୍ଦରରେ ଗ୍ରହଣ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ।

ସେହିପରି ଅଗଷ୍ଟ ୨୪ରେ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥ ସାହିବଙ୍କର ତିନୋଟି ଗ୍ରନ୍ଥ ସହିତ ୭୭ ଜଣ ସାଧାରଣ ନାଗରିକ କାବୁଲରୁ ଆସିଥିଲେ। ଯେଉଁଥିରେ ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ୭୭ ଜଣଙ୍କ ମଧ୍ୟରେ ୪୪ ଜଣ ଆଫଗାନିସ୍ତାନର ଶିଖ୍ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story