ତାମିଲନାଡୁରେ ଏଥର ଷ୍ଟାଲିନ୍ ସରକାର

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନର ଗଣନା ଜାରି ରହିଛି । ତେବେ ଯେଉଁ ଟ୍ରେଣ୍ଡ ଚାଲିଛି, ସେଥିରୁ ଚିତ୍ର ସ୍ପଷ୍ଟ ହୋଇଛି ଯେ ଏଥର ତାମିଲନାଡୁରେ ଷ୍ଟାଲିନ୍ ସରକାର ଗଠନ ହେବାକୁ ଯାଉଛି । ୨୩୪ ବିଧାନସଭା ଆସନ ମଧ୍ୟରୁ ଏକାକୀ ଡିଏମକେ ୧୩୦ରୁ ଅଧିକ ଆସନରେ ଆଗୁଆ ରହିଛି । ୨୦୧୬ରେ ଏଆଇଏଡିଏମକେକୁ ୧୩୬ ସିଟ୍ ମିଳିଥିବା ବେଳେ ବିରୋଧି ଡିଏମକେକୁ ୮୯ ସିଟ୍ ମିଳିଥିଲା । ସେତେବେଳେ କଂଗ୍ରେସକୁ ୮ଟି ଏବଂ ଅନ୍ୟ ପାର୍ଟିର […]

mk-stalin

mk-stalin

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 12:25 AM IST

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନର ଗଣନା ଜାରି ରହିଛି । ତେବେ ଯେଉଁ ଟ୍ରେଣ୍ଡ ଚାଲିଛି, ସେଥିରୁ ଚିତ୍ର ସ୍ପଷ୍ଟ ହୋଇଛି ଯେ ଏଥର ତାମିଲନାଡୁରେ ଷ୍ଟାଲିନ୍ ସରକାର ଗଠନ ହେବାକୁ ଯାଉଛି । ୨୩୪ ବିଧାନସଭା ଆସନ ମଧ୍ୟରୁ ଏକାକୀ ଡିଏମକେ ୧୩୦ରୁ ଅଧିକ ଆସନରେ ଆଗୁଆ ରହିଛି । ୨୦୧୬ରେ ଏଆଇଏଡିଏମକେକୁ ୧୩୬ ସିଟ୍ ମିଳିଥିବା ବେଳେ ବିରୋଧି ଡିଏମକେକୁ ୮୯ ସିଟ୍ ମିଳିଥିଲା । ସେତେବେଳେ କଂଗ୍ରେସକୁ ୮ଟି ଏବଂ ଅନ୍ୟ ପାର୍ଟିର ଖାତାକୁ ମାତ୍ର ଗୋଟିଏ ସିଟ୍ ଯାଇଥିଲା ।

ଏଆଇଡିଏମକେର ଶୀର୍ଷ ନେତା କେ ପଲାନୀସ୍ୱାମୀ ସଲେମ୍ ଜିଲ୍ଲାର ଇଡାପଡ୍ଡୀ ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍ ଡିଏମକେର ଟି. ତାମିଲସେଲଭମଙ୍କଠାରୁ ଆଗରେ ଅଛନ୍ତି । ପ୍ରତିପକ୍ଷ ନେତା ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ କୋଲାଥୁର ସିଟରେ ଆଗରେ ରହିଛନ୍ତି । ତାଙ୍କ ପୁଅ ତଥା ପାର୍ଟିର ଯୁବ ମୋର୍ଚ୍ଚାର ସମ୍ପାଦକ ଉଦୟନିଧି ଷ୍ଟାଲିନ୍ ଚେପକ୍‌- ଟ୍ରିପଲିକେନ୍ ଆସନରୁ ୬୯,୩୫୫ ଭୋଟ୍ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ପିଏମକେ କେଏ ବିଏ କସାଲୀଙ୍କୁ ହରାଇଛନ୍ତି ।

https://twitter.com/narendramodi/status/1388856729434132482?s=20

ତାମିଲନାଡୁରେ ଡିଏମକେର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିର ଅଧ୍ୟକ୍ଷ ଏମକେ ଷ୍ଟାଲିନଙ୍କୁ ବଧେଇ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ତାମିଲନାଡୁ ବିଧାନସଭା ନିର୍ବାଚନ ବିଜୟ ପାଇଁ ବଧେଇ । ଦେଶର ପ୍ରଗତି ପାଇଁ ଆମେ ମିଶିକି କାମ କରିବା । ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବା ଏବଂ ଏକାଠି ମିଶି କୋଭିଡ୍‌-୧୯ ମହାମାରୀକୁ ହରାଇବା । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନଡିଏ ସପକ୍ଷରେ ଭୋଟ୍ କରିଥିବାରୁ ତାମିଲନାଡୁ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story