'ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରିଦେବୁ'

ହାଇଦ୍ରାବାଦ: ଏଣିକି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଉ ରକ୍ଷା ନାହିଁ। ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍‌କାଉଣ୍ଟର କରିଦେବୁ। ଏଭଳି କିଛି କଡା ସ୍ୱରରେ କହିଛନ୍ତି ତେଲାଙ୍ଗାନର ଜଣେ ମନ୍ତ୍ରୀ। ନିକଟରେ ତେଲେଙ୍ଗାନାର ହାଇଦ୍ରାବଦରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ଜଣେ ୬ ବର୍ଷୀୟ ନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଏବଂ ପରେ ତାକୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦ୍ରାବାଦବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡୁ ଦାବି […]

Encounter

Encounter

Madhupriya Mistry
  • Published: Wednesday, 15 September 2021
  • Updated: 15 September 2021, 03:22 PM IST

Sports

Latest News

ହାଇଦ୍ରାବାଦ: ଏଣିକି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଉ ରକ୍ଷା ନାହିଁ। ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍‌କାଉଣ୍ଟର କରିଦେବୁ। ଏଭଳି କିଛି କଡା ସ୍ୱରରେ କହିଛନ୍ତି ତେଲାଙ୍ଗାନର ଜଣେ ମନ୍ତ୍ରୀ।

ନିକଟରେ ତେଲେଙ୍ଗାନାର ହାଇଦ୍ରାବଦରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ଜଣେ ୬ ବର୍ଷୀୟ ନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଏବଂ ପରେ ତାକୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦ୍ରାବାଦବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡୁ ଦାବି ହୋଇଛି। ଏହାରି ଭିତରେ ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ଖୁବଶୀଘ୍ର ଦୁଷ୍କର୍ମକାରୀକୁ ଗିରଫ କରି ତାକୁ ଏନ୍‌କାଉଣ୍ଟର କରିଦେବୁ ବୋଲି କହିଛନ୍ତି।

ଖୁବ୍‌ଶୀଘ୍ର ପୀଡିତାଙ୍କୁ ନ୍ୟାୟ ମିଳିବ। ଏନେଇ ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ଦୁର୍ବୃତ୍ତ ଏଭଳି ନାରକୀୟ କାଣ୍ଡ ଘଟାଇ ହାଇଦ୍ରାବର ଝିଅକୁ ହତ୍ୟା କରିଛି ତାକୁ ଛାଡିବୁ ନାହିଁ। କଠୋର ଦଣ୍ଡ ଦେବୁ। ଅଭୁଯୁକ୍ତକୁ ଆମେ ଗିରଫ କରି ଏନ୍‌କାଉଣ୍ଟର କରିଦେବୁ ବୋଲି ସେ କହିଛନ୍ତି। ଏଥିସହ ସେ ଖୁବଶୀଘ୍ର ପୀଡିତାଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କ ସାହାଯ୍ୟ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖରେ ହାଇଦ୍ରାବାଦରେ ଜଣେ ୬ ବର୍ଷୀୟ ନାବାଳିକାକୁ ତାଙ୍କ ପଡୋଶୀ ପ୍ରଥମେ ଦୁଷ୍କର୍ମ ଓ ପରେ ତାଙ୍କୁ ହତ୍ୟା କରିଥିଲା। ଏହାପରେ ଏକ ବନ୍ଦ ଘରୁ ପୀଡିତାଙ୍କ ମୃତଦେହ ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ଜଣେ ୩୦ ବର୍ଷୀୟ ଯୁବକକୁ ଖୋଜୁଛି। ପୁଲିସର ୧୫ ଜଣିଆ ଟିମ୍‌ ଏହି ବ୍ୟକ୍ତିଙ୍କୁ ସନ୍ଧାନ କରିବାରେ ଲାଗିଛନ୍ତି। ଅଭିଯୁକ୍ତଙ୍କ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପୁଲିସ ଘୋଷଣା କରିଛି। ସେପଟେ ଏହି ଘଟଣାକୁ ନେଇ ହାଇଦ୍ରାବାଦ ସମେତ ତେଲେଙ୍ଗାନାର ଭିନ୍ନ ଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପୀଡିତାଙ୍କୁ ନ୍ୟାୟ ଏବଂ ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି କରିଛନ୍ତି।

https://twitter.com/Ashi_IndiaToday/status/1437793738500231182?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story