କେରଳରେ ଏଲଡିଏଫ୍‌ ରଚିଲା ଇତିହାସ

ଥିରୁବନନ୍ତପୁରମ୍‌: କେରଳରେ ଲେଫ୍ଟ ପାର୍ଟି ରଚିଲା ଇତିହାସ । ୪୦ ବର୍ଷର ପୁରୁଣା ପରମ୍ପରା ଏଥର ଭାଙ୍ଗି ଯାଇଛି । ଗତ ୪ ଦଶନ୍ଧି ଧରି କ୍ଷମତାସୀନ ପାର୍ଟି କେବେବି ଦ୍ୱିତୀୟଥର ନିର୍ବାଚନ ଜିତିପାରିନଥିଲା । କିନ୍ତୁ ଏଥର ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍‌) ସରକାର ଚମତ୍କାର ଏହି ଚମତ୍କାର କରି ଦେଖାଇଛି । କେରଳରେ ଗତ ୧୯୮୦ ମସିହାରୁ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତାସୀନ ପାର୍ଟିକୁ ପରବର୍ତ୍ତୀ ନିର୍ବାଚନରେ ପରାଜୟର ସାମ୍ନା ଦେଖିବାକୁ ମିଳିଥିଲା ଏବଂ […]

kerala

kerala

Ranjit Kumar Jena
  • Published: Sunday, 02 May 2021
  • Updated: 02 May 2021, 10:48 PM IST

Sports

Latest News

ଥିରୁବନନ୍ତପୁରମ୍‌: କେରଳରେ ଲେଫ୍ଟ ପାର୍ଟି ରଚିଲା ଇତିହାସ । ୪୦ ବର୍ଷର ପୁରୁଣା ପରମ୍ପରା ଏଥର ଭାଙ୍ଗି ଯାଇଛି । ଗତ ୪ ଦଶନ୍ଧି ଧରି କ୍ଷମତାସୀନ ପାର୍ଟି କେବେବି ଦ୍ୱିତୀୟଥର ନିର୍ବାଚନ ଜିତିପାରିନଥିଲା । କିନ୍ତୁ ଏଥର ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍‌) ସରକାର ଚମତ୍କାର ଏହି ଚମତ୍କାର କରି ଦେଖାଇଛି । କେରଳରେ ଗତ ୧୯୮୦ ମସିହାରୁ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତାସୀନ ପାର୍ଟିକୁ ପରବର୍ତ୍ତୀ ନିର୍ବାଚନରେ ପରାଜୟର ସାମ୍ନା ଦେଖିବାକୁ ମିଳିଥିଲା ଏବଂ ବିରୋଧୀ ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରୁଥିଲା । ହେଲେ ଏଥର ଏଲଡିଏଫ୍ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍‌)କୁ ପଛରେ ପକାଇ ପୁଣିଥରେ କ୍ଷମତା ହାସଲ କରିଛି ।

୨୦୧୬ରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପି ଏଥର ଖାତା ଖୋଲିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଆସିଥିବା ଭୋଟ ଗଣତିର ଟ୍ରେଣ୍ଡରେ ମୋଟ ୧୪୦ଟି ଆସନ ମଧ୍ୟରୁ ଏଲଡିଏଫ୍ ୯୬ଟିରେ ଆଗୁଆ ରହିଥିବା ବେଳେ ୟୁଡିଏଫ୍ ୪୨ ଆସନରେ ଆଗୁଆ ରହିଛି । ଅନ୍ୟ ଦଳ ହାତକୁ ଦୁଇଟି ସିଟ୍ ଯାଇଛି ।d

ବହୁମତ ସହ ଏବେ କେରଳରେ ପୁଣିଥରେ ପିନାରାୟୀ ବିଜୟନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ବିଜୟନଙ୍କୁ ଏଥର ଅଭିଜ୍ଞଙ୍କ ଅନୁପସ୍ଥିତି ଅନୁଭୂତ ହେବ । କାରଣ ସିପିଏମର ଆଦର୍ଶ ନିୟମ ଅନୁଯାୟୀ, ଯେଉଁମାନଙ୍କ ପାଖରେ ଲଗାତର ଦୁଇଟି କାର୍ଯ୍ୟକାଳର ଅଭିଜ୍ଞତା ଅଛି, ସେମାନଙ୍କୁ ଏଥର ନିର୍ବାଚନୀ ମଇଦାନରେ ଓହ୍ଲାଯିବ ନାହିଁ । ଏଥିପାଇଁ ୫ଜଣ ଅଭିଜ୍ଞ ମନ୍ତ୍ରୀ ଯଥା ଥୋମାସ ଇସାକ୍ (ଅର୍ଥ), ଏକେ ବାଲନ୍ (ଆଇନ୍‌), ଜି. ସୁଧାକରନ୍ (ସାର୍ବଜନିକ ନିର୍ମାଣ), ସି. ରବୀନ୍ଦ୍ରନାଥ (ଶିକ୍ଷା) ଓ ଇପି ଜୟରାଜନ୍ (ଉଦ୍ୟୋଗ) ଟିକେଟ୍ ପାଇବାରେ ବିଫଳ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story