ମୋ ଭଉଣୀକୁ ଯୌନ ଶୋଷଣ ଓ ହତ୍ୟା କରାଯାଇଛି: ସୋନାଲିଙ୍କ ଭାଇ

ପାଣାଜୀ: ଘନେଇବାରେ ଲାଗିଛି ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରେ ଲାଗିଛି। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ବିଶ୍ୱାସ କରୁନାହାନ୍ତି। ଏହା ପଛରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ସୋନାଲିଙ୍କ ଯୌନ ଶୋଷଣ କରାଯିବା ସହ ତାଙ୍କ ସମ୍ପତ୍ତି ଉପରେ କବ୍‌ଜା କରିବା ପାଇଁ ଯୋଜନା କରାଯାଇଥିବା ଅଭିଯୋଗ ଉଠିଛି। […]

Sonali Fogat

Sonali Fogat

Madhupriya Mistry
  • Published: Wednesday, 24 August 2022
  • Updated: 24 August 2022, 05:53 PM IST

Sports

Latest News

ପାଣାଜୀ: ଘନେଇବାରେ ଲାଗିଛି ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରେ ଲାଗିଛି। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ବିଶ୍ୱାସ କରୁନାହାନ୍ତି। ଏହା ପଛରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ସୋନାଲିଙ୍କ ଯୌନ ଶୋଷଣ କରାଯିବା ସହ ତାଙ୍କ ସମ୍ପତ୍ତି ଉପରେ କବ୍‌ଜା କରିବା ପାଇଁ ଯୋଜନା କରାଯାଇଥିବା ଅଭିଯୋଗ ଉଠିଛି।

ସୋନାଲି ଫୋଗଟଙ୍କୁ ପୂର୍ବ ଯୋଜନା ଅନୁଯାୟୀ ହତ୍ୟା କରାଯାଇଥିବା ତାଙ୍କ ଭାଇ ରିଙ୍କୁ କହିଛନ୍ତି। ଏନେଇ ଗୋଅର ଅଞ୍ଜୁନା ପୁଲସରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସୋନାଲିଙ୍କ ମୃତ୍ୟୁ ପାଇଁ ତାଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ସେ ଦାୟୀ କରିଛନ୍ତି। ସୁଧୀର ସାଙ୍ଗୱାନ ସୋନାଲି ଫୋଗଟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

ଅଭିଯୋଗ ମୁତାବକ, ପିଏ ସୁଧୀର ସାଙ୍ଗୱାନ ଓ ତାଙ୍କ ବନ୍ଧୁ ସୁଖବିନ୍ଦର ସୋନାଲିଙ୍କ ଖାଦ୍ୟରେ କିଛି ମିଶାଇ ଦେଇଥିଲେ। କେବଳ ସେତିକି ନୁହେଁ ଏ ଦୁହେଁ ଗତ ତିନି ବର୍ଷ ହେଲା ସୋନାଲିଙ୍କୁ ବ୍ଲାକମେଲ୍‌ କରୁଛନ୍ତି। ସୋନାଲିଙ୍କୁ ନିଶା ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ବନାଇ ଥିଲେ। ଏହି ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ବ୍ଲାକମେଲ୍‌ କରୁଥିଲେ ବୋଲି ଭାଇ ରିଙ୍କୁ ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି।

https://twitter.com/ANI/status/1562376734833463297?s=20&t=v8UYtmY-W9f_i9RJJIuZbQ

ରିଙ୍କୁଙ୍କ କହିବା ମୁତାବକ, ସୁଧୀର ଓ ସୁଖବିନ୍ଦର ସୋନାଲିଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ। ସୋନାଲିଙ୍କ ଯୌନ ଶୋଷଣ ମଧ୍ୟ କରାଯାଇଥିଲା। ରାଜନୈତିକ ଷଡଯନ୍ତ୍ର ରଚି ତାଙ୍କୁ ହତ୍ୟା କରାଯାଇଛି। ସୁଧୀର ଓ ସୁଖବିନ୍ଦରଙ୍କୁ ହରିୟାଣାର ଜଣେ ପୂର୍ବତନ ମନ୍ତ୍ରୀ ତଥା ସିରସାର ବର୍ତ୍ତମାନର ବିଧାୟକ ସହାୟତ କରୁଛନ୍ତି ବୋଲି ସେ କହିଛନ୍ତି।

୪୨ ବର୍ଷୀୟ ସୋନାଲି ଗୋଆରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସୋମବାର ତଥା ଅଗଷ୍ଟ ୨୨ ରାତିରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ବିଶ୍ୱାସ କରୁ ନାହାନ୍ତି।

ସୋନାଲିଙ୍କ ମୃତଦେହ ଏବେବି ଗୋଆରେ ଅଛି। ଗୋଆରେ ହୋଇଥିବା ସୋନାଲିଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ପରିବାର ଲୋକେ ବିଶ୍ୱାସ କରୁନାହାନ୍ତି। ପୁଣି ଥରେ ଦିଲ୍ଲୀ ଏମ୍ସରେ ବ୍ୟବଚ୍ଛେଦ କରାଇବାକୁ ସେମାନେ ଅଡି ବସିଛନ୍ତି। ସୋନାଲିଙ୍କ ମୁହଁରେ କ୍ଷତ ଚିହ୍ନ ଥିବା ତାଙ୍କ ପୁତିରା ପୂର୍ବରୁ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story