ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ କ୍ଷମା ମାଗିଲେ ଜିଲ୍ଲାପାଳ

ଅଗରତାଲା: କରୋନା ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ହେଲେ ଗୋଟିଏ ପରିବାରର ବିବାହ ଚାଲୁଥିବା ଦେଖି ଜିଲ୍ଲାପାଳ ହଠାତ୍ ସେହି ସ୍ଥାନରେ ରେଡ୍ କରିଥିଲେ। ଖାଲି ସେତିକି ନୁହେଁ, ଯେଉଁ ପୁଲିସ ବାହାଘର ପାଇଁ ଅନୁମତି ଦେଇଥିଲେ ତାଙ୍କୁ ମଧ୍ୟ ଚାକିରିରୁ ବିଦା କରିଦେବାକୁ ଚେତାବନୀ ଦେଇଥିଲେ। ଆଉ ଏହି କ୍ଷମତା ନିଶାରେ ବାହାଘରରେ ଉପସ୍ଥିତ ଥିବା ଜଣେ ଡାକ୍ତରଙ୍କୁ ମଧ୍ୟ ‘ଅଶିକ୍ଷିତ’, ‘ଗାଁରୁ ଆସିଛ’ ବୋଲି କହି ଧକ୍କା ମାରିଥିଲେ ଜିଲ୍ଲାପାଳ। ଆଉ ଆଇନ୍ […]

tripura-cm-yadav

tripura-cm-yadav

Subhransu Sekhar
  • Published: Wednesday, 28 April 2021
  • Updated: 28 April 2021, 09:07 PM IST

Sports

Latest News

ଅଗରତାଲା: କରୋନା ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ହେଲେ ଗୋଟିଏ ପରିବାରର ବିବାହ ଚାଲୁଥିବା ଦେଖି ଜିଲ୍ଲାପାଳ ହଠାତ୍ ସେହି ସ୍ଥାନରେ ରେଡ୍ କରିଥିଲେ। ଖାଲି ସେତିକି ନୁହେଁ, ଯେଉଁ ପୁଲିସ ବାହାଘର ପାଇଁ ଅନୁମତି ଦେଇଥିଲେ ତାଙ୍କୁ ମଧ୍ୟ ଚାକିରିରୁ ବିଦା କରିଦେବାକୁ ଚେତାବନୀ ଦେଇଥିଲେ। ଆଉ ଏହି କ୍ଷମତା ନିଶାରେ ବାହାଘରରେ ଉପସ୍ଥିତ ଥିବା ଜଣେ ଡାକ୍ତରଙ୍କୁ ମଧ୍ୟ 'ଅଶିକ୍ଷିତ', 'ଗାଁରୁ ଆସିଛ' ବୋଲି କହି ଧକ୍କା ମାରିଥିଲେ ଜିଲ୍ଲାପାଳ। ଆଉ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗିରଫ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସୋଶାଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି। କିଛି ବର୍ଗ ଜିଲ୍ଲାପାଳଙ୍କ ଏପରି ବ୍ୟବହାରକୁ ସମାଲୋଚନା କରିଥିବା ବେଳେ ଆଉ କେତେକ ଅମାନିଆଙ୍କୁ ଏଭଳି ସାବାଡ କରିବା ଦରକାର ବୋଲି ମତ ରଖିଛନ୍ତି। ଏହି ଘଟଣା ଘଟିଛି ପଶ୍ଚିମ ତ୍ରିପୁରାରେ। ଆଉ ଜିଲ୍ଲାପାଳ ଜଣଙ୍କ ହେଉଛନ୍ତି ଡକ୍ଟର ଶୈଳେଶ କୁମାର ଯାଦବ। ଜିଲ୍ଲାପାଳଙ୍କ ଏଭଳି ଦବଙ୍ଗଗିରିର ଆଚରଣକୁ କିନ୍ତୁ ଅନେକ ଆଇଏଏସ ଅଫିସର ନାପସନ୍ଦ କରିଛନ୍ତି। ଛତିଶଗଡ଼ର ଯୁବ ଆଇଏଏସ ଅଫିସର ଅଓ୍ୱନିଶ ଶରନ ଏଭଳି ବ୍ୟବହାର ଗ୍ରହଣ ନୁହେଁ ବୋଲି ଟ୍ୱିଟ୍ କରି ଲେଖିଛନ୍ତି। ଆଇନ୍‌ ଉଲ୍ଲଂଘକାରୀଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ, କିନ୍ତୁ ଆଚରଣ ଓ ଉଚ୍ଚାରଣରେ ଶାଳୀନତା ଆବଶ୍ୟକ ବୋଲି ବହୁ ବ୍ୟକ୍ତି ବିଭିନ୍ନ ସୋଶାଲ ମିଡିଆରେ ମତ ରଖିଛନ୍ତି।

https://twitter.com/AwanishSharan/status/1387090229882810368?s=20

ସୋଶାଲ ମିଡିଆରେ ଜିଲ୍ଲାପାଳଙ୍କ ଏହି ଦବଙ୍ଗଗିରି ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ସମେତ ଅନେକ ବିଧାୟକ ଜିଲ୍ଲାପାଳଙ୍କୁ ନିଲମ୍ୱନ କରିବାକୁ ଦାବି କରିଛନ୍ତି। ଏହା ପରେ ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ହସ୍ତକ୍ଷେପ କରି ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି।

ବିଭିନ୍ନ ଆଡୁ ସମାଲୋଚନାରେ ସମ୍ମୁଖୀନ ହେବା ପରେ ଯୁବ ଆଇଏଏସ ଶୈଳେଶ କୁମାର ଯାଦବ ଆଜି କ୍ଷମା ମାଗିଛନ୍ତି। ମାଣିକିଆ କୋର୍ଟ(ବିବାହ ମଣ୍ଡପ)ରେ ବିବାହ ଭାଙ୍ଗିଥିବାରୁ ସେ କ୍ଷମା ମାଗିଛନ୍ତି। କାହାର ଭାବନାକୁ ଆଘାତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା। ହେଲେ କରୋନା ସଂକ୍ରମଣ ଓ ଉପସ୍ଥିତ ଜନସଂଖ୍ୟାକୁ ଦେଖି ଏଭଳି ପଦକ୍ଷେପ ନେଇଥିଲେ ବୋଲି ଶୈଳେଶ କହିଛନ୍ତି।

୨୦୧୩ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ କହିଛନ୍ତି," ମୋର କାର୍ଯ୍ୟକଳାପ ଯଦି କାହାକୁ ଆଘାତ ଦେଇଛି ସେଥିପାଇଁ ଦୁଃଖିତ। କିନ୍ତୁ ଗତକାଲି ରାତିରେ ଯାହା କରାଯାଇଥିଲା, ତାହା କେବଳ ଲୋକଙ୍କ ହିତ ଏବଂ କଲ୍ୟାଣ ପାଇଁ। ମୋର ଉଦ୍ଦେଶ୍ୟ କାହାକୁ କଷ୍ଟ ଦେବା କିମ୍ବା ଅପମାନିତ କରିବା ନୁହେଁ।"

ସୋମବାର ରାତିରେ ଜିଲ୍ଲାପାଳ ଧାରା 144 ଅନୁଯାୟୀ ଜାରି କରାଯାଇଥିବା ନାଇଟ୍ କର୍ଫ୍ୟୁ ଆଦେଶକୁ ଉଲ୍ଲଂଘନ କରିବା ଅଭିଯୋଗରେ ଦୁଇଟି ବିବାହ ହଲକୁ ଯାଇ ବିବାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ୧୯ ଜଣ ମହିଳାଙ୍କ ସମେତ ୩୧ ଜଣଙ୍କୁ ଅଟକ ରଖିଥିଲେ।

ତେବେ ପରିବାର ଲୋକ କହିଛନ୍ତି ହିନ୍ଦୁ ରୀତିନୀତିରେ ବିବାହ ହେଉଥିଲା। ଆଉ ବିବାହ ସମୟ ରାତିରେ ଥିଲା। ଏଥିପାଇଁ ସେମାନେ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ମାଗିଥିଲେ।

https://www.youtube.com/watch?v=THloe17QGhg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story