ୟୁକ୍ରେନବାସୀଙ୍କୁ ଯୁଦ୍ଧାସ୍ତ୍ର ଦେବାକୁ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ ବିରୋଧରେ କଡ଼ା ମୁକାବିଲା ପାଇଁ ୟୁକ୍ରେନବାସୀଙ୍କୁ ଆହ୍ୱାନ କରିଛନ୍ତି ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ସେ କହିଛନ୍ତି ଯେ, ଯେଉଁମାନେ ୟୁକ୍ରେନ୍‌କୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ । ସେହିପରି ରୁଷର ଯେଉଁମାନେ ସେମାନଙ୍କ ବିବେକ ହରାଇ ନାହାନ୍ତି ସେମାନେ ଏହି ଯୁଦ୍ଧ ବିରୋଧରେ ଆନ୍ଦୋଳନ କରିବା ଉଚିତ। ଅନ୍ୟପଟେ ରୁଷର ସପ୍ତମ ଯୁଦ୍ଧ ବିମାନକୁ ମାରି ଖସାଇ ଥିବା ୟୁକ୍ରେନ୍‌ ସେନା ଦାବି କରିଛି।  ଲୁହାନ୍‌ସ୍କ ଅଞ୍ଚଳରେ ଏହି […]

war

war

Tapas Behera
  • Published: Thursday, 24 February 2022
  • Updated: 24 February 2022, 05:07 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ବିରୋଧରେ କଡ଼ା ମୁକାବିଲା ପାଇଁ ୟୁକ୍ରେନବାସୀଙ୍କୁ ଆହ୍ୱାନ କରିଛନ୍ତି ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ସେ କହିଛନ୍ତି ଯେ, ଯେଉଁମାନେ ୟୁକ୍ରେନ୍‌କୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ । ସେହିପରି ରୁଷର ଯେଉଁମାନେ ସେମାନଙ୍କ ବିବେକ ହରାଇ ନାହାନ୍ତି ସେମାନେ ଏହି ଯୁଦ୍ଧ ବିରୋଧରେ ଆନ୍ଦୋଳନ କରିବା ଉଚିତ। ଅନ୍ୟପଟେ ରୁଷର ସପ୍ତମ ଯୁଦ୍ଧ ବିମାନକୁ ମାରି ଖସାଇ ଥିବା ୟୁକ୍ରେନ୍‌ ସେନା ଦାବି କରିଛି।  ଲୁହାନ୍‌ସ୍କ ଅଞ୍ଚଳରେ ଏହି ଯୁଦ୍ଧ ବିମାନଟିର ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର  ସପ୍ତମ ଯୁଦ୍ଧ ଜାହାଜକୁ ଖସାଇ ଦିଆଯାଇଛି ବୋଲି ୟୁକ୍ରେନ୍‌  ସେନା ଦାବି କରିଛି।

ରୁଷର ଆକ୍ରମଣକୁ ବିଶ୍ୱସମୁଦାୟ ନିନ୍ଦା କରୁଥିବା ବେଳେ ୟୁକେ ପ୍ରଧାନମନ୍ତ୍ରୀ ବୋରିଷ ଜନ୍‌ସନ୍‌ ମଧ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ରୁଷର ଆକ୍ରମଣ ୟୁରୋପ ମହାଦେଶ ପାଇଁ  ବିଧ୍ୱଂଶକାରୀ। ମୁଁ ଆଜି ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରିବ।  ଆଜି-୭ ନେତାଙ୍କ ସହ ଆଲୋଚନ କରିବେ ବୋଲି କହିଛନ୍ତି। ଏଥିସହ ସମସ୍ତ ନାଟୋ ନେତାଙ୍କୁ ଜୁରରୀ ବୈଠକ ଡାକିବେ ବୋଲି ଟ୍ୱିଟ୍ୱ କରି ଜଣାଇଛନ୍ତି। ଅନ୍ୟପଟେ ୟୁକ୍ରେନ୍ରୁ ୧୮,୦୦୦ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି।  ଯେହେତୁ ୟୁକ୍ରେନ୍‌ରେ ଏୟାର ସ୍ପେଷକୁ ବନ୍ଦ କରିଦିଆଯାଇଛି ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ।

ସେଠାରେ ରହୁଥିବା ଭାରତୀୟ ଛାତ୍ରଙ୍କ ସହ ଅନ୍ୟମାନଙ୍କୁ ନିଶ୍ଚୟ ସୁରକ୍ଷିତ କରାଯିବ ବୋଲି ଭାରତ ସରକାର କହଇଛନ୍ତି । ଅନ୍ୟପଟେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ସାରା ବିଶ୍ୱର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଫଳରେ ସାରା ବିଶ୍ୱର ଷ୍ଟକ ବଜାରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଭାରତର ଷ୍ଟକ ବଜାରରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିଛି । ବିଏସଇ ସେନସେକ୍ସ ୨୭୦୨ ପଏଣ୍ଟ ହ୍ରାସ ପାଇ ୫୪,୫୩୦ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ସୂଚକାଙ୍କ ୮୧୫ ପଏଣ୍ଟ ହ୍ରାସ ପାଇ ୧୬,୨୪୮ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୧୩.୬ ଲକ୍ଷ କୋଟି ହରାଇଛନ୍ତି । କେବଳ ଭାରତୀୟ ଷ୍ଟକ ବଜାର ନୁହେଁ, ସମଗ୍ର ବିଶ୍ୱର ଷ୍ଟକ ବଜାରଗୁଡ଼ିକ ଖସି ଚାଲିଛି।  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story