ଆଇଏଏସ ଟିନା ଡାବିଙ୍କ ଉଉଣୀ ହେଲେ ୟୁପିଏସସି ଟପ୍ପର

ନୂଆଦିଲ୍ଲୀ:  ଆଇଏଏସ ଟିନା ଡାବିଙ୍କ ଭଉଣୀ ରିଆ ଡାବି ୨୦୨୦ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଟପ୍ ୨୫ ମଧ୍ୟରେ ରିଆ ୧୫ ତମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ହୋଇଥିଲେ। ଭଉଣୀର ସଫଳତା ଉପରେ ଖୁସି ବ୍ୟକ୍ତ କରି ଟିନା ଡାବି ଲେଖିଛନ୍ତି, ମୁଁ ଖୁସି ଯେ ମୋର ସାନ ଭଉଣୀ ରିଆ ଡାବି ୨୦୨୦ ୟୁପିଏସସି ପରୀକ୍ଷାରେ ୧୫ ତମ ସ୍ଥାନ ହାସଲ କରିଛି। ଟିନା ଡାବି ୨୦୧୬ରୁ ଜଣେ ଆଇଏସ୍ […]

Riya dubby

Riya dubby

Madhupriya Mistry
  • Published: Saturday, 25 September 2021
  • Updated: 25 September 2021, 11:51 AM IST

ନୂଆଦିଲ୍ଲୀ:  ଆଇଏଏସ ଟିନା ଡାବିଙ୍କ ଭଉଣୀ ରିଆ ଡାବି ୨୦୨୦ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଟପ୍ ୨୫ ମଧ୍ୟରେ ରିଆ ୧୫ ତମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ହୋଇଥିଲେ। ଭଉଣୀର ସଫଳତା ଉପରେ ଖୁସି ବ୍ୟକ୍ତ କରି ଟିନା ଡାବି ଲେଖିଛନ୍ତି, ମୁଁ ଖୁସି ଯେ ମୋର ସାନ ଭଉଣୀ ରିଆ ଡାବି ୨୦୨୦ ୟୁପିଏସସି ପରୀକ୍ଷାରେ ୧୫ ତମ ସ୍ଥାନ ହାସଲ କରିଛି।

ଟିନା ଡାବି ୨୦୧୬ରୁ ଜଣେ ଆଇଏସ୍ ଏବଂ ବର୍ତ୍ତମାନ ରାଜସ୍ଥାନ ସରକାରରେ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବରେ କାମ କରୁଛନ୍ତି

ସୂଚନାଯୋଗ୍ୟ, ବିହାର କାଟିହରର ଶୁଭମ କୁମାର ୟୁପିଏସସି ୨୦୨୦ର ଟପ୍ପର ହୋଇଛନ୍ତି। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 19 ବର୍ଷ ପରେ ବିହାରରୁ ଶୁଭମ ହୋଇଛନ୍ତି ୟୁପିଏସସି ଟପ୍ପର। ବିହାରର ଆଲୋକ ରଂଜନ ଝା ୨୦୦୧ରେ ୟିପିଏସସିରେ ଟପ୍ପର ହୋଇଥିଲେ।

ପରୀକ୍ଷାରେ ଟପ୍ପର ହେବା ପରେ ଶୁଭମ କହିଛନ୍ତି, ମୋର ସ୍ୱପ୍ନ ପୂରଣ ହୋଇଛି । ଏକ ଛୋଟିଆ ଗାଁରୁ ଆସିଥିବା ଏହି ଟପ୍ପର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାମ କରିବା ବେଳେ ଗ୍ରାମାଞ୍ଚଳର ବିକାଶ, ରୋଜଗାର ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରିକରଣ ଉପରେ ତାଙ୍କର ଫୋକସ ରହିବ। ୨୪ ବର୍ଷୀୟ ଶୁଭମ ତୃତୀୟ ପ୍ରୟାସରେ ସେ ଏହି ସ୍ଥାନରେ ପହଂଚିଥିବା କହିଛନ୍ତି । ସେ ଇଚ୍ଛାଧୀନ ଭାବରେ ଆନ୍ଥ୍ରୋପୋଲୋଜି ରଖିଥିଲେ।

୨୦୧୯ ୟୁପିଏସସି ପରୀକ୍ଷାରେ ଶୁଭମ ଯୋଗ୍ୟତା ହାସଲ କରିବା ପରେ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସର୍ଭିସ (IDAS) କୁ ମନୋନୀତ ହୋଇଥିଲେ। ସେହିପରି ୨୦୧୮ ପରୀକ୍ଷାରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କରିଥିଲେ ଶୁଭମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story