ପିପିଏଫ୍‌ ଓ ସ୍ୱଳ୍ପ ସଞ୍ଚୟକାରୀ ଯୋଜନାର ସୁଧହାର ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ(ପିପିଏଫ୍‌) ଓ ଅନ୍ୟ ସ୍ୱଳ୍ପ ସଞ୍ଚୟକାରୀ ଯୋଜନାର ସୁଧହାରକୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏବେ ସ୍ୱଳ୍ପ ସଞ୍ଚୟ ଯୋଜନାରେ ଲୋକମାନେ ଅଧିକ ୦.୪% ସୁଧ ପାଇପାରିବେ। ଅକ୍ଟୋବରରୁ ଡିସେମ୍ବର କ୍ୱାର୍ଟର ପାଇଁ ଏହି ବର୍ଦ୍ଧିତ ସୁଧହାର ଲାଗୁ ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପିପିଏଫ୍‌ ବ୍ୟତୀତ ନ୍ୟାଶନାଲ୍‌ ସେଭିଙ୍ଗସ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି), କିଷାନ ବିକାଶ ପାତ୍ର(କେଭିପି) ଓ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାରରେ ମଧ୍ୟ ୦.୪% […]

ppf

ppf

Hemant Lenka
  • Published: Thursday, 20 September 2018
  • Updated: 20 September 2018, 09:28 AM IST

Sports

Latest News

ନୂଆଦିଲ୍ଲୀ: ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ(ପିପିଏଫ୍‌) ଓ ଅନ୍ୟ ସ୍ୱଳ୍ପ ସଞ୍ଚୟକାରୀ ଯୋଜନାର ସୁଧହାରକୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏବେ ସ୍ୱଳ୍ପ ସଞ୍ଚୟ ଯୋଜନାରେ ଲୋକମାନେ ଅଧିକ ୦.୪% ସୁଧ ପାଇପାରିବେ।

ଅକ୍ଟୋବରରୁ ଡିସେମ୍ବର କ୍ୱାର୍ଟର ପାଇଁ ଏହି ବର୍ଦ୍ଧିତ ସୁଧହାର ଲାଗୁ ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପିପିଏଫ୍‌ ବ୍ୟତୀତ ନ୍ୟାଶନାଲ୍‌ ସେଭିଙ୍ଗସ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି), କିଷାନ ବିକାଶ ପାତ୍ର(କେଭିପି) ଓ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାରରେ ମଧ୍ୟ ୦.୪% ବୃଦ୍ଧି କରାଯାଇଛି।

ବର୍ତ୍ତମାନ ଏନ୍‌ଏସ୍‌ସି ଓ ପିପିଏଫ୍‌ ଉପରେ ୭.୬% ସୁଧ ମିଳୁଥିବା ବେଳେ ଅକ୍ଟୋବର ୧ରୁ ଏହା ୮% ହେବ। ସେହିପରି ବରିଷ୍ଠ ନାଗରିକ ସେଭିଙ୍ଗ ସ୍କିମ୍‌(ଏସ୍‌ସିଏସ୍‌ଏସ୍‌) ଉପରେ ମିଳୁଥିବା ସୁଧହାରକୁ ୮.୩%ରୁ ୮.୭%କୁ ବୃଦ୍ଧି କରାଯାଇଛି।

କେଭିପି ଯୋଜନାର ସୁଧହାର ଓ ମ୍ୟାଚ୍ୟୁରିଟି ଅବଧିରେ ମଧ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ ୭.୩% ସୁଧହାରରେ ୧୧୮ ମାସରେ ଅର୍ଥ ମିଳୁଥିଲା। କିନ୍ତୁ ଏବେ ୭.୭% ସୁଧହାରରେ ୧୧୨ ମାସରେ ଅର୍ଥ ମିଳିବ।

ସୁକନ୍ୟା ଯୋଜନାରେ ଏଣିକି ୮.୫% ସୁଧହାରରେ ନିବେଶକାରୀ ଅର୍ଥ ପାଇପାରିବେ। ପୂର୍ବରୁ ଏହା ୮.୧% ରହିଥିଲା। ତେବେ ସେଭିଙ୍ଗ୍‌ସ ଡିପୋଜିଟ ଉପରେ ଲାଗୁ ହେଉଥିବା ୪% ସୁଧହାର ଅପରିବର୍ତ୍ତିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story