Advertisment

ସରିଲା ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଓ ଗୀତ ମହୋତ୍ସବ: ମନମୋହିଲା ଶିଶୁ କଳାକାଳରଙ୍କ ନୃତ୍ୟ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଉଦ୍‌ଯାପିତ ହୋଇଯାଇଛି ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଓ ଗୀତ ମହୋତ୍ସବ। ଶେଷ ସନ୍ଧ୍ୟାରେ ଜାତୀୟ ଓ ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲା ଶିଶୁ କଳାକାରଙ୍କ ନୃତ୍ୟ। ତିନିଶହରୁ ଅଧିକ କଳାକାର ଏହି ନୃତ୍ୟ ମହୋତ୍ସବରେ ଭାଗ ନେଇଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଆମେରିକାରୁ ଆସିଥିବା ନୃତ୍ୟଗୁରୁ ସାଇନ୍ ଲୋୟର ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe