Advertisment

ଇରାକରେ ସିରିଏଲ କାର ବୋମା ବିସ୍ଫୋରଣ, ୫୬ ମୃତ, ଏକାକାଧିକ ଆହତ

ବାଗଦାଦ: ଇରାକରେ ସିରିଏଲ କାର ବୋମା ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି। ପୂର୍ବ ଇରାକର ଦିୟାଲା ଅଞ୍ଚଳର ଜନଗହଳିପୂର୍ଣ୍ଣ ସିହା ବହୁଳ ସହର ଉପରେ ସବୁଠାରୁ ବଡ ବିସ୍ଫୋରଣ ଘଟିଥିଲା । ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ସେହିପରି ଇରାକର ବିଭିନ୍ନ ସ୍ଥାନରେ  ସଂଗଠିତ ବିସ୍ଫୋରଣରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, […]

ଅଦ୍ୟତନ ହୋଇଛି
ଇରାକରେ ସିରିଏଲ କାର ବୋମା ବିସ୍ଫୋରଣ, ୫୬ ମୃତ, ଏକାକାଧିକ ଆହତ

iraq

Advertisment

ବାଗଦାଦ: ଇରାକରେ ସିରିଏଲ କାର ବୋମା ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି। ପୂର୍ବ ଇରାକର ଦିୟାଲା ଅଞ୍ଚଳର ଜନଗହଳିପୂର୍ଣ୍ଣ ସିହା ବହୁଳ ସହର ଉପରେ ସବୁଠାରୁ ବଡ ବିସ୍ଫୋରଣ ଘଟିଥିଲା । ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ସେହିପରି ଇରାକର ବିଭିନ୍ନ ସ୍ଥାନରେ  ସଂଗଠିତ ବିସ୍ଫୋରଣରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଜୁଲାଇରେ ଦିୟାଲା ଅଞ୍ଚଳର ଏକ ବଜାରରେ ଆଇଏସର ଏକ ଆତ୍ମଘାତି ଆକ୍ରମଣରେ ମହିଳା ଓ ପିଲାଙ୍କ ସମେତ ୧୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏକ ଦଶନ୍ଧିରେ ଏହା ଇରାକରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe