Advertisment

ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ଆଜି ୮୪ତମ ଜନ୍ମଦିନ। ଏହି ଅବସରରେ ନୂଆଦିଲ୍ଲୀର ଡିଆରଡିଓ ଭବନରେ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ‘ଏ ସେଲିବ୍ରେସନ୍ ଅଫ୍ କଲାମ୍ସ ଲାଇଫ୍’ ନାମରେ ଏକ ଫଟୋ ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରିଛନ୍ତି। ଭାରତର ୧୧ତମ ରାଷ୍ଟ୍ରପତି ଭାବେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କଲାମ ଦାୟିତ୍ୱ ନିର୍ବାହ କରିଛନ୍ତି। ଜଣେ ବୈଜ୍ଞାନିକ, ଶିକ୍ଷାବିତ ଭାବେ ଜଣାଶୁଣା କଲାମଙ୍କର ଗତ ଜୁଲାଇରେ ଦେହାନ୍ତ ହୋଇଥିଲା।

author-image
Rakesh Mallick
ଅଦ୍ୟତନ ହୋଇଛି
ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ମୋଦି

Narendra