ସାମ୍ବାଦିକଙ୍କୁ ପିଟିପିଟି ହତ୍ୟା

ରାଞ୍ଚି: ପ୍ରତିଷ୍ଠିତ ହିନ୍ଦୀ ଦୈନିକ ‘ଆଜ୍’ର ଜଣେ ସାମ୍ବାଦିକଙ୍କୁ ଝାରଖଣ୍ଡର ଛତ୍ରା ଜିଲ୍ଲାରେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ନାଁ ଚନ୍ଦନ ତିୱାରୀ। ଏହି ଘଟଣା ପୂର୍ବରୁ ଅନେକ ଦିନ ଧରି ଚନ୍ଦନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍‌ ଆସୁଥିଲା। ଏପରି କି ସୋମବାର ଦିନ ପାତାଲଗଡ଼ରୁ ଚନ୍ଦନଙ୍କୁ ଦୁର୍ବୃତ୍ତମାନେ ଅପହରଣ ମଧ୍ୟ କରିନେଇଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ, ବଲଥର ଜଙ୍ଗଲ ନିକଟରେ ଗୁରୁତର ଆହତ ଅବସ୍ଥାରେ ପଡିଥିବା ଚନ୍ଦନଙ୍କୁ ଆଜି ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

murder2_647

murder2_647

Hemant Lenka
  • Published: Tuesday, 30 October 2018
  • Updated: 30 October 2018, 08:38 PM IST

Sports

Latest News

ରାଞ୍ଚି: ପ୍ରତିଷ୍ଠିତ ହିନ୍ଦୀ ଦୈନିକ 'ଆଜ୍'ର ଜଣେ ସାମ୍ବାଦିକଙ୍କୁ ଝାରଖଣ୍ଡର ଛତ୍ରା ଜିଲ୍ଲାରେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ନାଁ ଚନ୍ଦନ ତିୱାରୀ। ଏହି ଘଟଣା ପୂର୍ବରୁ ଅନେକ ଦିନ ଧରି ଚନ୍ଦନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍‌ ଆସୁଥିଲା। ଏପରି କି ସୋମବାର ଦିନ ପାତାଲଗଡ଼ରୁ ଚନ୍ଦନଙ୍କୁ ଦୁର୍ବୃତ୍ତମାନେ ଅପହରଣ ମଧ୍ୟ କରିନେଇଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ବଲଥର ଜଙ୍ଗଲ ନିକଟରେ ଗୁରୁତର ଆହତ ଅବସ୍ଥାରେ ପଡିଥିବା ଚନ୍ଦନଙ୍କୁ ଆଜି ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

'ଆଜ୍'ର ଆବାସିକ ସମ୍ପାଦକ କହିଛନ୍ତି, “ ଆମ ପ୍ରତିନିଧିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଚନ୍ଦନ ଏପ୍ରିଲ ମାସରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ପୁଲିସ୍‌କୁ କହିଥିଲେ ହେଁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ଏବେ ପୁଲିସ୍‌ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ହେଲେ ତାଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ମିଳିବା ଦରକାର।”

ପୂର୍ବରୁ ୨୦୧୬ରେ ମଧ୍ୟ ଛତ୍ରା ଜିଲ୍ଲାରେ ଜଣେ ହିନ୍ଦୀ ଖବରକାଗଜର ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story