ମତଦାନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, ହାରିଯିବେ ଡୋନାଲ୍ଡ ଟ୍ରମ୍ପ!

ମିଚିଗାନ: ରାତି ପାହିଲେ (ନଭେମ୍ୱର ୩)ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ନଭେମ୍ୱର ଏକ ତାରିଖରେ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ। ଦୁଇ ଦଳ ଡେମୋକ୍ରାଟିକ୍ ଏବଂ ରିପବ୍ଲିକିଆନ୍ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ହେବା ପାଇଁ ଦୁଇ ଦଳର ଭୋଟ୍ ବ୍ୟବଧାନ ଅଳ୍ପ ରହିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଚାରୋଟି ରାଜ୍ୟର ସର୍ଭେରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଅଧିକ ସମର୍ଥନ […]

trump-biden-loses

trump-biden-loses

Subhransu Sekhar
  • Published: Monday, 02 November 2020
  • Updated: 02 November 2020, 12:47 PM IST

Sports

Latest News

ମିଚିଗାନ: ରାତି ପାହିଲେ (ନଭେମ୍ୱର ୩)ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ନଭେମ୍ୱର ଏକ ତାରିଖରେ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ। ଦୁଇ ଦଳ ଡେମୋକ୍ରାଟିକ୍ ଏବଂ ରିପବ୍ଲିକିଆନ୍ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ହେବା ପାଇଁ ଦୁଇ ଦଳର ଭୋଟ୍ ବ୍ୟବଧାନ ଅଳ୍ପ ରହିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଚାରୋଟି ରାଜ୍ୟର ସର୍ଭେରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ଭୋଟ୍ ବିଡେନଙ୍କୁ ମିଳିବ ବୋଲି ଆକଳନ କରାଯାଉଛି। ବିଡେନଙ୍କ ପାଖରେ ଟ୍ରମ୍ପଙ୍କ ଅପେକ୍ଷା ୨୭୦ ଭୋଟ୍ ଅଧିକ ରହିବ ବୋଲି ଜଣାପଡ଼ିଛି।

ଆମେରିକାର ଏନବିସି ନ୍ୟୁଜ୍ ଏବଂ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସର୍ଭେରେ ୪୨% ଟ୍ରମ୍ପ ଜୋ ଜୋ ବିଡେନଙ୍କୁ ପସନ୍ଦ କରୁଥିବା ଦର୍ଶାଇଛନ୍ତି। ୧୨ଟି ସ୍ଥାନ ଆରିଜୋନା, ଫ୍ଲୋରିଡା, ଜର୍ଜିଆ, ଆଇୱା, ମେନ୍, ମିଚିଗାନ୍, ମିନେସୋଟା, ଉତ୍ତର କାରୋଲିନା, ନ୍ୟୁ ହାମ୍ପସାୟର୍, ନେଭାଡା, ପେନସିଲଭାନିଆ ଏବଂ ୱିସ୍କୋସିନରେ ବିଡେନ ଟ୍ରମ୍ପଙ୍କଠାରୁ ୫୧ ପ୍ରତିଶତ ଆଗରେ ରହିଛନ୍ତି। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୪୫ ପ୍ରତିଶତ ଭୋଟ୍ ରହିଥିବା ଜଣାପଡିଛି।

ଏହି ସର୍ଭେରେ ଭାଗ ନେଇଥିବା ବ୍ୟକ୍ତି ପ୍ରଥମଥର ପାଇଁ ଭୋଟ୍ ଦେବେ ବୋଲି ଜଣାପଡ଼ିଛି। ୨୦୧୬ ନିର୍ବାଚନରେ ଏମାନେ ଭାଗ ନେଇନଥିଲେ। ତେବେ ମଙ୍ଗଳବାର ବହୁ ସଂଖ୍ୟାରେ ମତଦାନ ହେବ ବୋଲି ଆକଳନ କରାଯାଉଛି।

ଅକ୍ଟୋବର ୨୯ ରୁ ୩୧ ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିବା ଶେଷ ସର୍ଭେରୁ ଜଣାପଡିଛି ଯେ ବିଡେନଙ୍କ ସପକ୍ଷରେ କୃଷ୍ନକାୟ ଭୋଟର ୮୭ ପ୍ରତିଶତରୁ ୫ ପ୍ରତିଶତ, ୧୮ ରୁ ୩୪ ବର୍ଷ ବୟସର ଯୁବ ଭୋଟର ୬୦ ପ୍ରତିଶତରୁ ୩୨ ପ୍ରତିଶତ, ବରିଷ୍ଠ ନାଗରିକ ୫୮ ପ୍ରତିଶତରୁ ୩୫ ପ୍ରତିଶତ, ମହିଳା ଭୋଟର ୫୭ ପ୍ରତିଶତରୁ ୩୭ ପ୍ରତିଶତ ରହିଛନ୍ତି।

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଯୋଡିକୁ ଲୋକେ ଗ୍ରହଣ କରୁଥିବା ଜଣାପଡ଼ିଛି। ଆୟୋଓ୍ୱା, ଜର୍ଜିଆ ଏବଂ ଓହିୟୋରେ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ୨୦୧୬ରେ ଟ୍ରମ୍ପଙ୍କ ବିଜୟୀ ପଛରେ ଏହି ଚାରି ରାଜ୍ୟ ଥିଲେ।

ଆହୁରି ପଢନ୍ତୁ : ହ୍ୱାଇଟ୍ ହାଉସରୁ ରିଆଲିଟି ଶୋ’ ଚାଲୁଛି: ଓବାମା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story