ପୁଲିସ ରେଡ୍ ପୂର୍ବରୁ ବିକାଶ ଦୁବେକୁ ଆସିଥିଲା ଏକ ଫୋନ୍ କଲ୍, ଆଉ ତା'ପରେ...

କାନପୁର: କାନପୁର ପୁଲିସ ଟିମ୍ ଉପରେ ହୋଇଥିବା ଆକ୍ରମଣ ନେଇ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ। ଏହି କ୍ରମରେ ରବିବାର ବିକାଶ ଦୁବେର ଜଣେ ସହାୟକକୁ ପୁଲିସ ଗିରଫ କରିଛି। ଗିରଫ ଦୟାଶଙ୍କର ଅଗ୍ନିହୋତ୍ରୀ ପୁଲିସ ଜେରା ସମୟରେ ଅନେକ ତଥ୍ୟର ଖୁଲାସା କରିଛି। ଦୟାଶଙ୍କର ପୁଲିସକୁ କହିଛି ଯେ, ପୁଲିସ ସହ ମୁହାଁମୁହିଁ ହେବା ସମୟରେ ଦୁବେ ନିଜେ ବନ୍ଧୁକ ଧରି ଗୁଳିଚାଳନା କରିଥିଲା। ତେବେ ଏ ବନ୍ଧୁକ […]

vikas-dubey

vikas-dubey

Pragnya Choudhury
  • Published: Sunday, 05 July 2020
  • Updated: 05 July 2020, 12:54 PM IST

Sports

Latest News

କାନପୁର: କାନପୁର ପୁଲିସ ଟିମ୍ ଉପରେ ହୋଇଥିବା ଆକ୍ରମଣ ନେଇ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ। ଏହି କ୍ରମରେ ରବିବାର ବିକାଶ ଦୁବେର ଜଣେ ସହାୟକକୁ ପୁଲିସ ଗିରଫ କରିଛି। ଗିରଫ ଦୟାଶଙ୍କର ଅଗ୍ନିହୋତ୍ରୀ ପୁଲିସ ଜେରା ସମୟରେ ଅନେକ ତଥ୍ୟର ଖୁଲାସା କରିଛି।

ଦୟାଶଙ୍କର ପୁଲିସକୁ କହିଛି ଯେ, ପୁଲିସ ସହ ମୁହାଁମୁହିଁ ହେବା ସମୟରେ ଦୁବେ ନିଜେ ବନ୍ଧୁକ ଧରି ଗୁଳିଚାଳନା କରିଥିଲା। ତେବେ ଏ ବନ୍ଧୁକ ଦୟାଶଙ୍କର ନାଁରେ ଥିଲା ବୋଲି ସେ ପୁଲିସକୁ କହିଛି।

ପ୍ରାଥମିକ ଜେରାରେ ଦୟାଶଙ୍କର ପୁଲିସକୁ କହିଛି ଯେ, ଘଟଣା ପୂର୍ବରୁ ଦୁବେକୁ ଏକ ଫୋନ୍ ଆସିଥିଲା। ଏହା ପରେ ସେ ୨୫-୩୦ ଜଣ ଲୋକଙ୍କୁ ଘରକୁ ଡକାଇଲା। ଏହାଛଡ଼ା ରାସ୍ତାରେ ଜେସିବି ଛିଡ଼ା କରି ପୁଲିସ ଟିମର ରାସ୍ତା ରୋକିବାକୁ ପ୍ଲାନ୍ କରିଥିଲା।

ତେବେ ଏହି ଫୋନ୍ କଲଟି ଥାନାରୁ ମଧ୍ୟ ଆସିଥାଇପାରେ ବୋଲି ଦୟାଶଙ୍କର କହିଛି। ସେ ପୁଣି କହିଛି, ଦୁବେର ସହାୟକମାନଙ୍କ ବୈଠକ ସେହି ଗାଁ ନିକଟସ୍ଥ ଏକ ବଗିଚାରେ ଆୟୋଜିତ ହୁଏ। ଦୁବେ ନିଜ ସାଥୀମାନଙ୍କୁ ଫୋନ କରି ସେଠାକୁ ଡକାଏ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୟାଶଙ୍କର ପୁଲିସକୁ କହିଛି ଯେ, ପୁଲିସ ରେଡ୍ ପୂର୍ବରୁ ଦୁବେକୁ ପୋଲିସ ଷ୍ଟେସନରୁ ହିଁ ଫୋନ ଯୋଗେ ସୂଚନା ମିଳିଥିଲା। ଏହା ପରେ ସେ ତତକ୍ଷଣାତ୍ ୨୫-୩୦ ଜଣ ଲୋକଙ୍କୁ ଡକାଇଲା। ଦୁବେ ନିଜେ ପୁଲିସ ଉପରକୁ ଫାଏରିଂ କଲା। ତେବେ ପୁଲିସ -ଦୁବେ ମୁହାଁମୁହିଁ ବେଳେ ଦୟାଶଙ୍କର ଘର ଭିତରେ ବନ୍ଦ ହୋଇ ରହିଥିବାରୁ ସେ ବିଶେଷ କିଛି ଦେଖିନାହିଁ ବୋଲି କହିଛି।

ପ୍ରକାଶ ଥାଉ କି, ଦୁବେର ୧୮ଜଣ ସହାୟକ ଥିଲେ, ଯେଉଁମାନେ ବିକରୁ ଗ୍ରାମରେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ସେମାନଙ୍କ ମଧ୍ୟରୁ ଦୟାଶଙ୍କର ହେଉଛି ଅନ୍ୟତମ।

ଉଲ୍ଲେଖଯୋଗ୍ୟ, ୬୦ରୁ ଅଧିକ ଅପରାଧରେ ଜଡ଼ିତ ଥିବା ଦୁବେ ଗୁରୁବାର ରାତିରେ ବିକରୁ ଗାଁରେ ଲୁଚିଥିବା ଖବର ମିଳିବା ପରେ ପୁଲିସ୍ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ତେବେ ବିକାଶ ଜେସିବିକୁ ଆଗରେ ଥୋଇ ପୁଲିସ୍ ଗାଡ଼ିକୁ ଅଟକାଇ ଦେଇଥିଲା। ପୁଲିସ ଟିମ୍ ଗାଡ଼ିରୁ ଓହ୍ଲାଇବା ପରେ ଛାତ ଉପରୁ ହିଁ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ପୁଲିସ୍ ସହିଦ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story