Advertisment

କାଶ୍ମୀରରେ ଉଡ଼ିଲା ପାକିସ୍ତାନୀ ଓ ଆଇଏସ୍ ପତାକା

ଶ୍ରୀନଗର: କାଶ୍ମୀରରେ ପୁଣି ଉଡିଲା ପାକିସ୍ତାନୀ ପତାକା। ଶୁକ୍ରବାର ହୁରିୟାତ‌୍‍ ସମର୍ଥକମାନେ ପୁଣି ଥରେ ଜମ୍ମୁ-କାଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନୀ ପତକା ଉଡାଇଛନ୍ତି । ‌ସେହିଭଳି ଶ୍ରୀନଗରରେ ଏହି ବିଚ୍ଛିନ୍ନତାବାଦୀ ସଂଗଠନର ସମର୍ଥକମାନେ ଉଡ଼ାଇଥିଲେ ଇରାକ‌୍‍ ଓ ସିରିଆରେ ଆତଙ୍କ ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ)ର ପତାକା। ପ୍ରଥମ ଥର ପାଇଁ ବିଚ୍ଛିନ୍ନତାବାଦୀ ସଂଗଠନର ସମର୍ଥକଙ୍କ ହାତରେ ଆଇଏସର ପତାକା ଦେଖିବାକୁ ମିଳିଥିଲା। ହୁରିୟାତ‌୍‍ ନେତା ମୀରବାଇଜ‌୍‍ ଉମର ଫାରୁକଙ୍କ ସମର୍ଥକମାନେ ଶ୍ରୀନଗରର ଜାମ୍ମା […]

କାଶ୍ମୀରରେ ଉଡ଼ିଲା ପାକିସ୍ତାନୀ ଓ ଆଇଏସ୍ ପତାକା

flag

Advertisment

ଶ୍ରୀନଗର: କାଶ୍ମୀରରେ ପୁଣି ଉଡିଲା ପାକିସ୍ତାନୀ ପତାକା। ଶୁକ୍ରବାର ହୁରିୟାତ‌୍‍ ସମର୍ଥକମାନେ ପୁଣି ଥରେ ଜମ୍ମୁ-କାଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନୀ ପତକା ଉଡାଇଛନ୍ତି । ‌ସେହିଭଳି ଶ୍ରୀନଗରରେ ଏହି ବିଚ୍ଛିନ୍ନତାବାଦୀ ସଂଗଠନର ସମର୍ଥକମାନେ ଉଡ଼ାଇଥିଲେ ଇରାକ‌୍‍ ଓ ସିରିଆରେ ଆତଙ୍କ ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ)ର ପତାକା। ପ୍ରଥମ ଥର ପାଇଁ ବିଚ୍ଛିନ୍ନତାବାଦୀ ସଂଗଠନର ସମର୍ଥକଙ୍କ ହାତରେ ଆଇଏସର ପତାକା ଦେଖିବାକୁ ମିଳିଥିଲା। ହୁରିୟାତ‌୍‍ ନେତା ମୀରବାଇଜ‌୍‍ ଉମର ଫାରୁକଙ୍କ ସମର୍ଥକମାନେ ଶ୍ରୀନଗରର ଜାମ୍ମା ମସଜିଦରେ ଆଇଏସର ପତାକା ଉଡାଇଥିଲେ। ଆନ୍ଦୋଳନକାରୀ ମାନେ ହୋ-ହାଲ୍ଲା କରିବା ସହ ସଂସଦ ଉପରେ ଆକ୍ରମଣ କରି ଫାଶୀ ପାଇଥିବା ଅଫଜଲ‌୍‍ ଗୁରୁର ମୃତ ଶରୀରକୁ ଫେରାଇ ଦେବାକୁ ଦାବି କରିଥିଲେ।

Advertisment

ପୂର୍ବରୁ କାଶ୍ମୀରରେ ଲସ୍କର-ଏ-ତୋଇବାର ପତକା  ଉଡିସାରିଛି। ଏହା ସହିତ ପାକିସ୍ତାନୀ ପତାକା ବି ଉଡ଼ିସାରିଥିଲା। କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ ବିଚ୍ଛିନ୍ନତାବାଦୀ ସଂଗଠନ ଗୁଡ଼ିକ ବାରମ୍ବାର ପାକିସ୍ତାନୀ ପତାକା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe