Advertisment

କାଶ୍ମୀର: ଭାରତୀୟ ସେନା ଓ ଆତଙ୍କବାଦୀ ଗୁଳିବିନିମୟ ୩ୟ ଦିନରେ, ୪ ଯବାନ ଶହୀଦ

ଶ୍ରୀନଗର: କାଶ୍ମୀରର ହନ୍ଦୱାଡାରେ ଭାରତୀୟ ସେନା ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଗୁଳିବିନିମୟ ୩ୟ ଦିନରେ ପହଞ୍ଚିଛି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ଗୁଳିବିନିମୟରେ ଏପର୍ଯ୍ୟନ୍ତ ୪ଜଣ ଯବାନ ଶହୀଦ ହୋଇସାରିଲେଣି । ଘଞ୍ଚ ଜଙ୍ଗଲର ଫାଇଦା ନେଇ ଆତଙ୍କୀମାନେ ଆକ୍ରମଣ କରିଥିଲେ, ଯେତେବେଳେ ସେନା ଅଞ୍ଚଳକୁ ଘେରାଉ କରି ରଖିଥିଲା । ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେନା ସନ୍ଦେହ କରୁଥିଲା ପାକିସ୍ତାନରେ ୧୭ଟି ଆତଙ୍କବାଦୀ […]

କାଶ୍ମୀର: ଭାରତୀୟ ସେନା ଓ ଆତଙ୍କବାଦୀ ଗୁଳିବିନିମୟ ୩ୟ ଦିନରେ, ୪ ଯବାନ ଶହୀଦ

j-and-k-baramulla-encounter-650-pti_650x400_41440679188

Advertisment

ଶ୍ରୀନଗର: କାଶ୍ମୀରର ହନ୍ଦୱାଡାରେ ଭାରତୀୟ ସେନା ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଗୁଳିବିନିମୟ ୩ୟ ଦିନରେ ପହଞ୍ଚିଛି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ଗୁଳିବିନିମୟରେ ଏପର୍ଯ୍ୟନ୍ତ ୪ଜଣ ଯବାନ ଶହୀଦ ହୋଇସାରିଲେଣି । ଘଞ୍ଚ ଜଙ୍ଗଲର ଫାଇଦା ନେଇ ଆତଙ୍କୀମାନେ ଆକ୍ରମଣ କରିଥିଲେ, ଯେତେବେଳେ ସେନା ଅଞ୍ଚଳକୁ ଘେରାଉ କରି ରଖିଥିଲା । ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେନା ସନ୍ଦେହ କରୁଥିଲା ପାକିସ୍ତାନରେ ୧୭ଟି ଆତଙ୍କବାଦୀ ଶିବିରରେ ପ୍ରାୟ ଏକ ହଜାର ଆତଙ୍କୀ ଟ୍ରେନିଂ ନେଉଛନ୍ତି । ଯେଉଁମାନେ ଭାରତ ମଧ୍ୟକୁ ପ୍ରବେଶ କରି ଏଭଳି ଆକ୍ରମଣ କରୁଥିବା ଜଣାପଡିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe