ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ରେଜଲ୍ଟ ବାହାରିବା ପୂର୍ବରୁ ନିଜର ସମର୍ଥକଙ୍କୁ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି।
ଗଣତିରୁ ଜଣାପଡ଼ିଛି ଯେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ବାଇଡେନ ୨୩୮ଟି ଭୋଟ ପାଇଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଭୋଟ ପଡ଼ିଛି। ଚୂଡ଼ାନ୍ତ ରେଜଲ୍ଟ ଆସିବା ପୂର୍ବରୁ ବାଇଡେନ କହିଛନ୍ତି, ଆମର ବିଶ୍ୱାସ ଆମେ ୱିନିଂ ଟ୍ରାକ୍ରେ ରହିଛୁ।
ସମସ୍ତେ ବିଶ୍ୱାସ ରଖନ୍ତୁ, ଆମେ ଜିତିବାକୁ ଯାଉଛୁ। ତେବେ ଚଳିତ ବର୍ଷ ଇ-ମେଲ ଭୋଟିଂ କରାଯାଇଥିବାରୁ ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ କିଛି ସମୟ ଲାଗିବ। ସେହି ସମୟକୁ ଆମେ ସମସ୍ତେ ଅପେକ୍ଷା କରିବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା
ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଶାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ। ଶୁଣାଣିରେ ସାମୟିକ ରୋକ୍ ଲଗାଇବା ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା।
National
ଆଦାନୀ ଗ୍ରୁପକୁ ବଡ଼ ଝଟକା: ୭୩୬ ମିଲିୟନ ଡଲାରର ଡିଲ୍ ବାତିଲ କଲା ଏହି ଦେଶ
ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିୟା।
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Politics
'ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ'
ଗୌତମ ଆଦାନୀ ଲାଞ୍ଚ ମାମଲାରେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବିଜେପି ସରକାର ନଥିଲା।