Advertisment

ବିଶ୍ୱାସ ରଖ, ଆମେ ଜିତିବାକୁ ଯାଉଛୁ: ଜୋ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ରେଜଲ୍ଟ ବାହାରିବା ପୂର୍ବରୁ ନିଜର ସମର୍ଥକଙ୍କୁ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଗଣତିରୁ ଜଣାପଡ଼ିଛି ଯେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ବାଇଡେନ ୨୩୮ଟି ଭୋଟ ପାଇଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଭୋଟ ପଡ଼ିଛି। ଚୂଡ଼ାନ୍ତ ରେଜଲ୍ଟ ଆସିବା ପୂର୍ବରୁ ବାଇଡେନ କହିଛନ୍ତି, ଆମର ବିଶ୍ୱାସ ଆମେ […]

ଅଦ୍ୟତନ ହୋଇଛି
ବିଶ୍ୱାସ ରଖ, ଆମେ ଜିତିବାକୁ ଯାଉଛୁ: ଜୋ ବାଇଡେନ

u

Advertisment

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ରେଜଲ୍ଟ ବାହାରିବା ପୂର୍ବରୁ ନିଜର ସମର୍ଥକଙ୍କୁ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି।

Advertisment

ଗଣତିରୁ ଜଣାପଡ଼ିଛି ଯେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ବାଇଡେନ ୨୩୮ଟି ଭୋଟ ପାଇଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଭୋଟ ପଡ଼ିଛି। ଚୂଡ଼ାନ୍ତ ରେଜଲ୍ଟ ଆସିବା ପୂର୍ବରୁ ବାଇଡେନ କହିଛନ୍ତି, ଆମର ବିଶ୍ୱାସ ଆମେ ୱିନିଂ ଟ୍ରାକ୍‌ରେ ରହିଛୁ।

ସମସ୍ତେ ବିଶ୍ୱାସ ରଖନ୍ତୁ, ଆମେ ଜିତିବାକୁ ଯାଉଛୁ। ତେବେ ଚଳିତ ବର୍ଷ ଇ-ମେଲ ଭୋଟିଂ କରାଯାଇଥିବାରୁ ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ କିଛି ସମୟ ଲାଗିବ। ସେହି ସମୟକୁ ଆମେ ସମସ୍ତେ ଅପେକ୍ଷା କରିବା ଦରକାର ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe