Advertisment

ମନ ଖୋଲି କଥା ହେଲେ ଦୁଇ ଖିଲାଡ଼ି

ମୁମ୍ବାଇ: ଜଣେ ରାଜନୀତିର ମହାରଥୀ। ଆଉ ଜଣେ ରୂପେଲି ପରଦାରେ ରଥୀ। ଉଭୟେ ସଫଳତାର ରାସ୍ତାରେ ଜଣେ ଜଣେ ମାଇଲଖୁଣ୍ଟ। ଆଜି ଉଭୟଙ୍କର ହୋଇଛି ଭେଟଘାଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ଆଜି ପରସ୍ପର ମନଖୋଲି କଥା ହୋଇଛନ୍ତି। ମୋଦିଙ୍କର ସାକ୍ଷାତକାର ନେଇଛନ୍ତି ଅକ୍ଷୟ କୁମାର। ଉଭୟଙ୍କ ପେଶାରେ ଦୁଇ ଜଣଙ୍କୁ ଖିଲାଡ଼ି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ବ୍ୟକ୍ତିଗତ ହେଉକି ରାଜନୈତିକ ଜୀବନୀ କଥା, ଅକ୍ଷୟଙ୍କ ସହ […]

author-image
Sangita Sahoo
ଅଦ୍ୟତନ ହୋଇଛି
ମନ ଖୋଲି କଥା ହେଲେ ଦୁଇ ଖିଲାଡ଼ି

akhhya

ମୁମ୍ବାଇ: ଜଣେ ରାଜନୀତିର ମହାରଥୀ। ଆଉ ଜଣେ ରୂପେଲି ପରଦାରେ ରଥୀ। ଉଭୟେ ସଫଳତାର ରାସ୍ତାରେ ଜଣେ ଜଣେ ମାଇଲଖୁଣ୍ଟ। ଆଜି ଉଭୟଙ୍କର ହୋଇଛି ଭେଟଘାଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ଆଜି ପରସ୍ପର ମନଖୋଲି କଥା ହୋଇଛନ୍ତି। ମୋଦିଙ୍କର ସାକ୍ଷାତକାର ନେଇଛନ୍ତି ଅକ୍ଷୟ କୁମାର। ଉଭୟଙ୍କ ପେଶାରେ ଦୁଇ ଜଣଙ୍କୁ ଖିଲାଡ଼ି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ବ୍ୟକ୍ତିଗତ ହେଉକି ରାଜନୈତିକ ଜୀବନୀ କଥା, ଅକ୍ଷୟଙ୍କ ସହ ମନ ଖୋଲି କଥା ହୋଇଛନ୍ତି ମୋଦି। ଗପସପ ଅନ୍ଦାଜରେ ହୋଇଥିବା ଏହି ସାକ୍ଷାତକାରରେ ଅକ୍ଷୟଙ୍କ ପ୍ରଶ୍ନରେ ମୋଦି ଅନେକ ଅକୁହା କଥା ମଧ୍ୟ କହିଛନ୍ତି।

Advertisment

ତେବେ ଚାଲନ୍ତୁ ଦେଖିବା ତାଙ୍କର ସେହି ସାକ୍ଷାତକାରଟି।