ଜାଣନ୍ତୁ କେଉଁଥିରେ ଏଣିକି ଆଧାର ଲିଙ୍କ୍‌ ହେବ ଆଉ କେଉଁଥିରେ ହେବନି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଆଧାରର ବୈଧତା ବଜାୟ ରଖିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ ଏଣିକି କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ ହେବ ଆଉ କେଉଁଥିରେ ହେବନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ ୧: ପ୍ୟାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ୨:ଆୟକର ରିଟର୍ଣ୍ଣସ୍‌ ଫାଇଲ୍‌ ବେଳେ ଆଧାର ଜରୁରୀ ୩: ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସବ୍‌ସିଡି ଓ […]

aa

aa

Hemant Lenka
  • Published: Wednesday, 26 September 2018
  • Updated: 26 September 2018, 03:49 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଆଧାରର ବୈଧତା ବଜାୟ ରଖିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ ଏଣିକି କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ ହେବ ଆଉ କେଉଁଥିରେ ହେବନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ

୧: ପ୍ୟାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ

୨:ଆୟକର ରିଟର୍ଣ୍ଣସ୍‌ ଫାଇଲ୍‌ ବେଳେ ଆଧାର ଜରୁରୀ

୩: ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସବ୍‌ସିଡି ଓ ଜନ କଲ୍ୟାଣ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ରହିବ।

ଏହି ସବୁ ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

୧: ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ଆଧାର ଆଇନ୍‌ର ଧାରା ୫୭କୁ ରଦ୍ଦ କରିଦେଇଛନ୍ତି। ତେଣୁ ଏଣିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହେବନାହିଁ।

୨: ଘରୋଇ କମ୍ପାନୀ ଯଥା ଟେଲିକମ୍‌ ଓ ଇ କମର୍ସ ଫାର୍ମ ଏଣିକି ଲୋକଙ୍କୁ ଆଧାର କାର୍ଡ ମାଗି ପାରିବେ ନାହିଁ।

୩: ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଏହାର କର୍ତ୍ତୃପକ୍ଷ ପିଲାମାନଙ୍କୁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କହିପାରିବେ ନାହିଁ।

୪: ସିବିଏସ୍‌ଇ, ୟୁଜିସି ଓ ନିଟ୍‌ ପରୀକ୍ଷା ପାଇଁ ଏଣିକି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story