Advertisment

ଲାଲୁଙ୍କ ଜ୍ୱାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ

ପାଟନା: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ନାତି ତଥା ସାଂସଦ ତେଜ ପ୍ରତାପ ସିଂ ଯାଦବ ବିହାରରେ ନିର୍ବାଚନ ପ୍ରଚାର କରିବେ ନାହିଁ। ତେଜ ପ୍ରତାପ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ମଧ୍ୟ। ଆସନ ଭାଗକୁ ନେଇ ସମାଜବାଦୀ ଓ ଆରଜେଡି ମଧ୍ୟରେ ଆସିଥିବା ଦୂରତାକୁ ନେଇ ତେଜ ପ୍ରତାପ କୌଣସି ଦଳ ପାଇଁ ପ୍ରଚାର କରି ସମ୍ପର୍କରେ ଫାଟ ଆଣିବାକୁ ଚାହୁଁନାହାନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦା […]

ଅଦ୍ୟତନ ହୋଇଛି
ଲାଲୁଙ୍କ ଜ୍ୱାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ

tej

Advertisment

ପାଟନା: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ନାତି ତଥା ସାଂସଦ ତେଜ ପ୍ରତାପ ସିଂ ଯାଦବ ବିହାରରେ ନିର୍ବାଚନ ପ୍ରଚାର କରିବେ ନାହିଁ। ତେଜ ପ୍ରତାପ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ମଧ୍ୟ। ଆସନ ଭାଗକୁ ନେଇ ସମାଜବାଦୀ ଓ ଆରଜେଡି ମଧ୍ୟରେ ଆସିଥିବା ଦୂରତାକୁ ନେଇ ତେଜ ପ୍ରତାପ କୌଣସି ଦଳ ପାଇଁ ପ୍ରଚାର କରି ସମ୍ପର୍କରେ ଫାଟ ଆଣିବାକୁ ଚାହୁଁନାହାନ୍ତି।
ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦା କହିଛନ୍ତି, ତେଜ ପ୍ରତାପ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି। ତେଣୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇ ନାହିଁ ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକ ମୁଲାୟମ ସିଂ ଯାଦବ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅଛନ୍ତି। ଆସନ୍ତା ୧୧ ଓ ୧୨ରେ ଏମାନେ ବିହାରରେ ରାଲି କରିବେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe