ଅଦ୍ୟତନ ହୋଇଛି
fisherman
Advertisment
ରାମେଶ୍ୱରମ(ତାମିଲନାଡୁ): ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ମଙ୍ଗଳବାର ଶ୍ରୀଲଙ୍କା ନୌସେନା ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଏହସହ ମତ୍ସ୍ୟଜୀବୀଙ୍କ ବୋଟକୁ ଗୁଳିମାଡ କରି ନଷ୍ଟ କରିଦେଇଛି ଶ୍ରୀଲଙ୍କା ନୌସେନା। ଗତକାଲି ରାତିରେ ମତ୍ସ୍ୟଜୀବୀମାନେ ରାମେଶ୍ୱରମ ନିକଟ ନିଗାପାଟ୍ଟନାମର ଅକ୍ରାଇପେଟାଇରେ ଦୁଇଟି ବୋଟରେ ମାଛ ଧରୁଥିଲେ। ସେଠାରୁ ଶ୍ରୀଲଙ୍କାର ନୌସେନା ବନ୍ଧୁକ ମୁନରେ ସେମାନଙ୍କୁ ଶ୍ରୀଲଙ୍କା ନେଇଯାଇଥିବା ସୂଚନା ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/2015_9img_2015930317-ll.jpg)