ସିଂହଶୂନ୍ୟ ହେବ କି ଭାରତ ? ଗିର୍‌ରେ ୧୮ ଦିନରେ ୨୧ ମୃତ

ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର)- ଗୁଜରାଟ୍‌ର ଗିର୍‌ ଜଙ୍ଗଲରୁ ସପ୍ତାହକ ତଳେ ଏକ ମାଈ ସିଂହ ସହିତ ଏକ ସିଂହ ଶାବକର ମୃତ ଦେହ ମିଳିବା ପରେ ଆଉ ଏବେ ଜଙ୍ଗଲରୁ ଆଉ ୧୦ଟି ମୃତ ଦେହ ଉଦ୍ଧାର କରାଯାଇଛି। ଯାହାଫଳରେ ଗତ ୧୮ ଦିନରେ ସିଂହମୃତ୍ୟୁ ସଂଖ୍ୟା ୨୧ ଛୁଇଁ ସାରିଛି। ଏହି ଜାତୀୟ ଅଭୟାରଣ୍ୟରେ କିଛିଦିନ ମଧ୍ୟରେ ଏଭଳି ସିଂହ ମଡ଼କ ଜଙ୍ଗଲ ଅଧ‍କାରୀ ଏବଂ ପଶୁପ୍ରେମୀଙ୍କ ଚିନ୍ତା ବଢ଼ାଇଦେଇଛି। ଅନ୍ତର୍କନ୍ଦଳ ଏବଂ କିଡ୍‌ନୀ ଓ […]

21-Lion-died-at-gir

21-Lion-died-at-gir

Sampad Mahapatra
  • Published: Tuesday, 02 October 2018
  • Updated: 02 October 2018, 04:10 PM IST

ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର)- ଗୁଜରାଟ୍‌ର ଗିର୍‌ ଜଙ୍ଗଲରୁ ସପ୍ତାହକ ତଳେ ଏକ ମାଈ ସିଂହ ସହିତ ଏକ ସିଂହ ଶାବକର ମୃତ ଦେହ ମିଳିବା ପରେ ଆଉ ଏବେ ଜଙ୍ଗଲରୁ ଆଉ ୧୦ଟି ମୃତ ଦେହ ଉଦ୍ଧାର କରାଯାଇଛି। ଯାହାଫଳରେ ଗତ ୧୮ ଦିନରେ ସିଂହମୃତ୍ୟୁ ସଂଖ୍ୟା ୨୧ ଛୁଇଁ ସାରିଛି।

ଏହି ଜାତୀୟ ଅଭୟାରଣ୍ୟରେ କିଛିଦିନ ମଧ୍ୟରେ ଏଭଳି ସିଂହ ମଡ଼କ ଜଙ୍ଗଲ ଅଧ‍କାରୀ ଏବଂ ପଶୁପ୍ରେମୀଙ୍କ ଚିନ୍ତା ବଢ଼ାଇଦେଇଛି। ଅନ୍ତର୍କନ୍ଦଳ ଏବଂ କିଡ୍‌ନୀ ଓ ଲିଭର୍‌ ଜନିତ ସଂକ୍ରମଣ କାରଣରୁ ଏଭଳି ହୋଇଛି ବୋଲି ବନ୍ୟପ୍ରାଣୀ ବିଭାଗ ଦର୍ଶାଇଛି।

ଏଭଳି ଘଟଣା ଘଟିବା ପରେ ବର୍ତ୍ତମାନ ଗିର୍‌ ଅଭୟାରଣ୍ୟ କର୍ତ୍ତୃପକ୍ଷ ୩୧ଟି ସିଂହଙ୍କୁ ଆନିମଲ୍‌ କେୟାର୍‌ ସେଣ୍ଟର୍‌କୁ ପଠାଇ ଦେଇଛନ୍ତି, ସେଠାରେ ସେମାନଙ୍କ ଗତିବିଧି ଓ ସ୍ୱାସ୍ଥ୍ୟାବସ୍ଥା ଅନୁଶୀଳନ କରାଯାଉଛି। ଏହି ଅଭୟାରଣ୍ୟରେ ପ୍ରତିବର୍ଷ ପ୍ରାୟ ୧୦୦ ସିଂହଙ୍କର ମୃତ୍ୟୁ ହୁଏ। ତନ୍ମଧ୍ୟରୁ ବର୍ଷାଋତୁର ୩ ମାସରେ ଏହାର ମାତ୍ରା ଅଧିକ ହୋଇ ହାରାହାରି ୩୧ରୁ ୩୨ ଯାଏ ପହଞ୍ଚିଯାଏ।

ବର୍ତ୍ତମାନ ଏହି ଅଭୟାରଣ୍ୟରେ ୫୨୩ଟି ସିଂହ ଅଛନ୍ତି, ସେଥିରୁ ୧୦୯ଟି ସିଂହ, ୨୦୧ଟି ସିଂହୀ, ୭୩ଟି କିଶୋର ସିଂହ ଏବଂ ୧୪୦ଟି ସିଂହ ଶାବକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story