ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼। ବଙ୍ଗୋପସାଗରରେ ନୁହେଁ, ଏହି ବାତ୍ୟାଗୁଡ଼ିକ ସୃଷ୍ଟି ହୋଇଛି ଆଣ୍ଟଲାଟିକ୍ ମହାସାଗରରେ। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ବାତ୍ୟା ସୃଷ୍ଟି ହୋଇଛି ।
ସାଟେଲାଇଟ ଇମେଜରେ ୫ଟି ବାତ୍ୟା ସ୍ପଷ୍ଟ ଦେଖାଯାଉଛି। ଏହି ବାତ୍ୟାଗୁଡ଼ିକୁ ନାମକରଣ କରାଯାଇଛି। ଏଗୁଡ଼ିକ ହେଲା ‘ପାଉଲେଟ୍’, ‘ରେନେ’, ‘ସାଲେ’, ‘ଟେଡି’ ଓ ‘ଭିକି’।
‘ପାଉଲେଟ’ ବରମୁଡ଼ା ଅତିକ୍ରମ କରି ଆମେରିକା ଆଡ଼େ ମୁହାଁଇଥିବା ବେଳେ ‘ସାଲେ’ ମେକ୍ସିକୋ ଆଡ଼କୁ ମୁହାଁଇଛି।
‘ଟେଡି’ ଓ ‘ଭିକି’ ଏବେ ବି ମହାସାଗର ଭିତରେ ବଳ ଗୋଟାଉଛନ୍ତି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ଦୁଇ ବାତ୍ୟାର ଗତି କୁଆଡ଼େ ରହିବ, ତାହା ସ୍ପଷ୍ଟ ହେବ। ‘ରାନେ’ ମହାସାଗର ମଧ୍ୟରେ ଦୁର୍ବଳ ହେଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।
ପୂର୍ବରୁ ସେହି ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।
National
ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ
ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।