ମଧ୍ୟପ୍ରଦେଶ: ବସ୍ ଓଲଟି ୩୫ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୫୫୦ କିଲୋମିଟର ଦୂର ପାନ୍ନା ଠାରେ ଏକ କଲଭର୍ଟ ଉପରୁ ବସଟିଏ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ବସଟି କଲଭର୍ଟ ତଳକୁ ଖସି ପଡ଼ିବା ପରେ ସେଥିରେ ନିଅାଁ ଲାଗିଯାଇଥିଲା। ବସଟି ପାନ୍ନାରୁ ଛତ୍ରପୁର ଯାଉଥିବା ବେଳେ ପ୍ରସିଦ୍ଧ ପାଣ୍ଡବ ଜଳପ୍ରପାତ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଏହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

busaccident

Rakesh Mallick
  • Published: Monday, 04 May 2015
  • , Updated: 04 May 2015, 12:59 PM IST

Related story